ସୈନିକ ସ୍କୁଲ୍ ରାସ୍ତାରେ ସିରିଜ୍ ଦୁର୍ଘଟଣା; ୩ ମୃତ
ଭୁବନେଶ୍ୱର: ଭୁବନେଶ୍ୱରର ସୈନିକ ସ୍କୁଲ୍ ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ … Read More
