ଅକ୍ଟୋବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ବକେୟା ବାର୍ଦ୍ଧକ୍ୟ ଭତ୍ତା: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ହିତାଧିକାରୀମାନଙ୍କୁ ଗତ ପାଞ୍ଚ ମାସ ଧରି ‘ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା’ ଅଧୀନରେ ଭତ୍ତା ମିଳିନାହିଁ। ସେମାନେ ଅକ୍ଟୋବର ମାସ ସୁଦ୍ଧା ବକେୟା ଅର୍ଥ ପାଇବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ … Read More

ଓଏଏସ ଅଧିକାରୀ ଓ ଜେଲ୍ ଅଧୀକ୍ଷକ ନିଲମ୍ବିତ

ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ, କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ନିଲମ୍ୱିତ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ … Read More

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ, ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

କଟକ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣୀ । ଜଣେ ଜମି ମାଲିକଙ୍କଠାରୁ ଜମି କିଣିବା ପାଇଁ ଅନୁମତି ଦେବା ନିମନ୍ତେ ଫାଇଲ୍ ଆଗକୁ ବଢ଼ାଇବାକୁ ୪୦ ହଜାର ଟଙ୍କା … Read More

ଭୁବନେଶ୍ୱରର ଡିସିପି ଭାବେ ଯୋଗ ଦେଲେ ଡ. ସର୍ବଣା ବିବେକ୍ ଏମ୍

ଭୁବନେଶ୍ୱର : ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗଦେଲେ ଡ. ସର୍ବଣା ବିବେକ୍ ଏମ୍ ।  ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନାଙ୍କ ଅବସର ପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ୨୦୧୫ ବ୍ୟାଚର ଆଇପିଏସ ଡ. ସର୍ବଣା ବିବେକ ଏମ୍ … Read More

ଘରେ ପଶିଲା ବାଘ ଛୁଆ, ଉଦ୍ଧାର କଲା ବନବିଭାଗ

ମୟୂରଭଞ୍ଜ: ଘରେ ପଶିଥିବା ବାଘକୁ ଉଦ୍ଧାର କଲା ବନବିଭାଗ । ଉଦ୍ଧାର ବାଘର ବୟସ ୭-୮ ମାସ ହେବ ବୋଲି ସୂଚନା । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଠାକୁରମୁଣ୍ଡା ରେଞ୍ଜର ଖାପରଖାଇ ଗାଁରୁ ଉଦ୍ଧାର ହୋଇଛି ବାଘ ଛୁଆ । ଗତକାଲି … Read More

SIR ପ୍ରସଙ୍ଗ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନରଙ୍କ ତୁରନ୍ତ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନ କମିଶନରମାନଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର ମତଭେଦ … Read More

ଗଭୀର ଅବପାତ ପରେ ଅଶାନ୍ତ ଚିଲିକା, ଡଙ୍ଗା ଓ ମାଛଧରା ଜାଲ କ୍ଷତିଗ୍ରସ୍ତ, ଚିନ୍ତାରେ ମତ୍ସ୍ୟଜୀବୀ

ବ୍ରହ୍ମଗିରି: ଗଭୀର ଅବପାତ ପରେ ଅଶାନ୍ତ ହେଉଛି ଚିଲିକା । ୨୪ ଘଣ୍ଟା ହେଲାଣି ଚିଲିକା ଓ ଉପକୂଳ ଅଂଚଳରେ ପବନର ଗତି ବଢ଼ିବାରେ ଲାଗିଛି । ଚିଲିକା କୂଳରେ ଥିବା ମତ୍ସ୍ୟଜୀବୀଙ୍କ ବହୁତ ସଂଖ୍ୟାରେ ଡ଼ଙ୍ଗା ଜାଲ କ୍ଷୟ କ୍ଷତି ହୋଇସାରିଲାଣି … Read More

ବର୍ଷା ବଢ଼ାଇଲା ଚିନ୍ତା: ବିଭିନ୍ନ ନଦୀରେ ବଢୁଛି ଜଳସ୍ତର, ମୁକାବିଲା ପାଇଁ ପ୍ରଶାସନ ସଜାଗ

ଜୟପୁର: କୋରାପୁଟରେ ଗଭୀର ଅବପାତ ପରେ ବଢ଼ୁଛି ବର୍ଷା ବିତ୍ପାତ । ବର୍ଷା ଥମିବାର ନାଁ ଧରୁନଥିବା ବେଳେ କୋରାପୁଟ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେବାକୁ ବସିଛି । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସଂଧ୍ୟ।ରେ ଇଦ୍ରବତୀ ଡ୍ୟାମର ଆଉ ଗୋଟିଏ … Read More

ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ପୂଜା ପୂର୍ବରୁ ପ୍ରସ୍ତୁତ କମିଶନରେଟ ପୋଲିସ । ପୋଲିସ ସେବା ଭବନରେ ବସିଲା ବଡ଼ ବୈଠକ । ଶାରଦୀୟ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ବର କମିଶନରେଟ … Read More

ଦୁଇ ବାଇକ୍ ମୁହାମୁହିଁ ଧକ୍କା: ୨ ମୃତ

ଯାଜପୁର ରୋଡ୍: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜଣକ ଜୀବନ । ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ସୁକିନ୍ଦା ଥାନା ଖରଡ଼ି ଛକ ନିକଟରେ । ସୁକିନ୍ଦା ପୋଲିସ ମୃତଦେହ ଜବତ … Read More