ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ
ଝାରସୁଗୁଡ଼ା : ସ୍ତ୍ରୀକୁ ପିଟିପିଟି ସ୍ୱାମୀ ମାରିଦେଇଥିବା ନେଇ ଅଭିଯୋଗ ଆସିଛି । ଝାରସୁଗୁଡ଼ା ସଦର ଥାନା ହଂଶାମୁରା କଣ୍ଟାପାଲି, ଘୁନଘୁଟି ପଡ଼ାରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଗତକାଲି ରାତିରେ … Read More
