ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା

ଜଗତସିଂହପୁର: ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା । ଜଗତସିଂହପୁର ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଉଦ୍ଧାର କରାଯାଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଜଣାପଡିନି । କିନ୍ତୁ ଏନେଇ … Read More

ଜାଲ କାଗଜପତ୍ର ଦେଖାଇ ୬. ୮୮ କୋଟି ଟଙ୍କା ଲୋନ୍ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ SBIର ବିଭିନ୍ନ ଶାଖାରୁ ଜାଲ୍ କାଗଜପତ୍ର ଦେଇ ପ୍ରାୟ ୬ କୋଟି ୮୮ ଲକ୍ଷ ଟଙ୍କାର ଲୋନ୍ ଅଭିଯୋଗରେ ଆଉ ଜଣେ ଗିରଫ । ଏହି ମାମଲାରେ EOW କଟକର ପ୍ରଦୀପ୍ତ କୁମାର ଲେଙ୍କାଙ୍କୁ ଗିରଫ କରିଛି । ତଦନ୍ତରୁ … Read More

ସମ୍ପ୍ରସାରଣ ହେବ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ, ଖୁବଶୀଘ୍ର ୬ ଲେନ ବିଶିଷ୍ଟ ଏଲେଭେଟେଡ଼ କରିଡର

ଭୁବନେଶ୍ୱର: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ହେବ । ନିର୍ମାଣ ହେବ ୬ ଲେନ ବିଶିଷ୍ଟ ହାଇ ସ୍ପିଡ଼ କରିଡର । ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ । ସ୍ୱତନ୍ତ୍ର ୟୁଟିଲିଟି କରିଡର … Read More

ସେବା ପେପର ମିଲ୍ ଚଳାଇବା ଦାବିରେ ଜୟପୁର ବନ୍ଦ

ଜୟପୁର: ଆଜି ଜୟପୁର ବନ୍ଦ। ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଜୟପୁର କାଗଜକଳ ପୁନରୁଦ୍ଧାର ପାଇଁ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସମର୍ଥନ କରିଛି ବିଭିନ୍ନ ସଙ୍ଗଠନ। ଦୀର୍ଘଦିନ ହେଲା ପେପର ମିଲ୍ ବନ୍ଦ ରହିଥିବା ବେଳେ … Read More

ବଟି ପାଇଁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଗୋପ: ପୋଲିସ ଚେତାବନୀକୁ ଫୁ । ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ । ବଟି ପାଇଁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ। ପୁରୀ ଜିଲ୍ଲା ଗୋପ ଆନା ଅଧୀନ ଗିରିମା ଗାଁରେ ଆକ୍ରମଣ । ୨୬ ତାରିଖରେ ବିଳମ୍ବିତ ରାତିରେ ଗିରିମା ଗାଁର … Read More

ଥାନାରେ ଥାର୍ଡ ଡିଗ୍ରୀ: ସସପେଣ୍ଡ ହେଲେ ଆଇଆଇସିମ

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ । ସସପେଣ୍ଡ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ଅଭିଯୋଗ ଆଧାରରେ ସନ୍ଧ୍ୟାରାଣୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ … Read More

ତାତିରୁ ମିଳିଲା ଆଶ୍ୱସ୍ତି, ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା

ଭୁବନେଶ୍ୱର : ରାଜ୍ୟକୁ କାଳବୈଶାଖୀର ଆଶ୍ୱସ୍ତି । କାଳବୈଶାଖୀ ବର୍ଷାରେ ଧୋଇଗଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଓଡ଼ିଶାରେ ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା। ଗତ କିଛି ଦିନ ହେଲା ଓଡ଼ିଶାରେ ଜାରି ରହିଥିବା ଅସହ୍ୟ ଗରମ, ଗୁଳୁଗୁଳି ଓ … Read More

ଦକ୍ଷିଣ-ପଶ୍ଚିମ ମୌସୁମି କେରଳମ୍‌ ଛୁଇଁବା ବିଳମ୍ବ ହୋଇପାରେ

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍‌ ଛୁଇଁବା ବିଳମ୍ବ ହୋଇପାରେ। ମେ ୨୬ରେ ମୌସୁମି ବାୟୁ କେରଳମ୍‌ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ … Read More

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୨ରୁ ଆରମ୍ଭ ହୋଇ ୧୦ ତାରିଖରେ ଶେଷ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ବୁଧବାର ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଜୁଲାଇ ୨ରେ ପ୍ରଥମ ଭାଷା … Read More

ହୀରାକୁଦ ବନ୍ଧରୁ ବନ୍ୟାଜଳ ନିଷ୍କାସନ ନେଇ ସତର୍କ କରାଇଲେ ଅତିରିକ୍ତ ହୀରାକୁଦ ମୁଖ୍ୟ ଯନ୍ତ୍ରୀ

ସମ୍ବଲପୁର:ବର୍ଷା ଋତୁରେ ହୀରାକୁଦ ଜଳଭଣ୍ତାରେ ଜଳରାଶି ବୃଦ୍ଧି ପାଇଥାଏ ଏହାକୁ ଆଖି ଆଗରେ ରଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି। ସେ କହିଛନ୍ତି ଚଳିତ ବର୍ଷା ଋତୁରେ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ କରାଯାଇପାରେ।ଏହାକୁ ନଜରରେ ରଖି ମହାନଦୀ … Read More