ଏଫଏମ ରେଡ଼ିଓ ମାଧ୍ୟମରେ ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ

ଭୁବନେଶ୍ୱର : FM ରେଡ଼ିଓ ଦ୍ୱାରା ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ । ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, କମିଶନରେଟ୍ ପୋଲିସ ଏଫଏମ ରେଡିଓ ମାଧ୍ୟମରେ ଟ୍ରାଫିକ୍ ଅପଡେଟ୍ ପ୍ରଦାନ କରିବାକୁ ଚିନ୍ତା କରୁଛି । ଏଥିପାଇଁ ପୋଲିସ ସମସ୍ତ ଏଫଏମ … Read More

ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା

ପୁରୀ : ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ସାମ୍ବାଦିକ ସମ୍ମିଳନୀ  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଇସ୍କନ୍ ସଂସ୍ଥା ଦ୍ଵାରା, … Read More

ଘୁଞ୍ଚିଲା ଓଡ଼ିଶା ପୋଲିସ SI ପରୀକ୍ଷା 2025, ଅକ୍ଟୋବର ୪ ପରିବର୍ତ୍ତେ ୬ରେ ହେବ

କଟକ :  CPSE 2025 (କମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା) କିମ୍ବା ଓଡ଼ିଶା ପୋଲିସ SI ପରୀକ୍ଷା 2025 ର ଅକ୍ଟୋବର 4 ରେ ହେବାକୁ ଥିବା ପତ୍ରକୁ ଅକ୍ଟୋବର 6 କୁ ଘୁଞ୍ଚାଇ ଦିଆଯାଇଛି । SI ପରୀକ୍ଷାର ତୃତୀୟ ପରୀକ୍ଷା … Read More

ଜଳିଗଲା ଗଞ୍ଜେଇ ବୋଝେଇ ଗାଡି

ସୁବର୍ଣ୍ଣପୁର : ବିନିକା ସହର ନୂଆବଜାର ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ମଝିରେ ହୁତହୁତ୍ ହୋଇ ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା କାର୍। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଏକ ନମ୍ବର ବିହୀନ କାରରେ … Read More

ଦୁର୍ଘଟଣାରେ ସ୍ୱାମୀ,ସ୍ତ୍ରୀ ସହ ୩ ମୃତ

ଅନୁଗୁଳ : ଅନୁଗୁଳରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଣାରେ ଅଟୋ-କାର ମୁହାମୁହିଁ ଧକ୍କା ହୋଇ ୫ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଜୀବନ ଚାଲି ଯାଇଛି । ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ରହିଛନ୍ତି । ମୃତକ ମଧ୍ୟରେ … Read More

‘ୟୁକ୍ରେନ ଶାନ୍ତିରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ’, ୟୁରୋପୀୟ ସଂଘ ନେତାଙ୍କ ସହ କଥା ହେଲେ ମୋଦି….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମୀକ୍ଷା ଏବଂ ଆଗକୁ ବଢ଼ାଇବା ପାଇଁ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ଏକ ମିଳିତ ଟେଲିଫୋନ୍ କଲ୍ … Read More

ଅମର ହେବାକୁ ଚାହାଁନ୍ତି କି ପୁଟିନ୍ ଏବଂ ଜିନପିଙ୍ଗ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧକୁ କାନ୍ଧ ମିଳାଇ ଚାଲିବା ସମୟରେ ତାଙ୍କର ଏକ ବାର୍ତ୍ତାଳାପ ଖୁବ୍ ଭାଇରାଲ ହେଉଛି । ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଅମରତ୍ୱ ଏବଂ ମଣିଷ ୧୫୦ ବର୍ଷ … Read More

ଥମିବ କି ରୁଷ- ୟୁକ୍ରେନ ଯୁଦ୍ଧ? କଥାବାର୍ତ୍ତା ଲାଗି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ମସ୍କୋ ଆସିବାକୁ ପୁଟିନଙ୍କ ନିମନ୍ତ୍ରଣ

ଥମିବ କି ରୁଷ- ୟୁକ୍ରେନ ଯୁଦ୍ଧ ?  ଯୁଦ୍ଧରେ ଅନ୍ତ ଘଟାଇବାକୁ ଆଗଭର କି ପୁଟିନ ?  ଶାନ୍ତି କଥାବାର୍ତ୍ତା ପାଇଁ ଜେଲେନସ୍କିଙ୍କୁ ରୁଷ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ।  ରୁଷ- ୟୁକ୍ରେନ ଯୁଦ୍ଧ ସଂପର୍କରେ ସିଧାସଳଖ କଥାବାର୍ତ୍ତା ପାଇଁ ୟୁକ୍ରେନ ରାଷ୍ଟ୍ରପତି … Read More

ବନ୍ୟା ଘେରରେ ରାଜଧାନୀ ଦିଲ୍ଲୀ, ଜଳମଗ୍ନ ହୋଇଛି ଅନେକ ତଳିଆ ଅଞ୍ଚଳ

ଦିଲ୍ଲୀ : ବନ୍ୟା ଘେରରେ ରାଜଧାନୀ ଦିଲ୍ଲୀ । ବୁଡ଼ିଛି ଘରଦ୍ୱାର ରାସ୍ତାଘାଟ । ଅନେକ ଅଞ୍ଚଳ ରହିଛି ଜଳମଗ୍ନ । ଲଗାଣ ବର୍ଷା ଯୋଗୁଁ ହାଥନିକୁଣ୍ଡ ବ୍ୟାରେଜରୁ ପାଣି ଛଡ଼ାଯିବା ପରେ ବଢୁଛି ଯମୁନା ନଦୀର ଜଳସ୍ତର ।  ଫଳରେ ଦିଲ୍ଲୀର … Read More

ପଞ୍ଜାବ ବନ୍ୟାରେ ୪୩ ଜଣଙ୍କ ମୃତ୍ୟୁ, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଶିବରାଜ ସିଂହ ଚୌହାନ ଓ କେଜରିୱାଲ

ପଞ୍ଜାବ : ପଞ୍ଜାବରେ ବନ୍ୟା ପ୍ରଭାବରେ ବହୁତ କ୍ଷୟକ୍ଷତି ହୋଇଛି  ।  ଏପର୍ଯ୍ୟନ୍ତ ବନ୍ୟା ଯୋଗୁଁ ୪୩ ଜଣଙ୍କର ମୃତ୍ୟୁ ହୋଇଛି ।  ୨୩ଟି ଜିଲ୍ଲାର ୧୯୦୨ ରୁ ଅଧିକ ଗାଁ ପାଣି ଦ୍ୱାରା ପ୍ରଭାବିତ ହୋଇଛି ।  ଗାଁ ଗୁଡ଼ିକରେ ବନ୍ୟା … Read More