ଛଟ୍ ପୂଜା ପାଇଁ ଘରକୁ ଫେରୁଥିବା ବେଳେ ଟ୍ରେନରୁ ଖସିପଡିଲେ ୩ ଯାତ୍ରୀ, ୨ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ନାସିକ ରୋଡ୍ ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଛି । ଛଟ ପୂଜା ପାଇଁ ଘରକୁ ଫେରୁଥିବା ତିନି ଜଣ ଯାତ୍ରୀ ଟ୍ରେନ୍ରୁ ଛିଟିକି ପଡିବାର ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜଣେ ଗୁରୁତର ଆହତ … Read More

ଆମେରିକା ଇତିହାସର ସବୁଠାରୁ ବଡ଼ ପ୍ରତିବାଦ, ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ

ଆମେରିକା : ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆମେରିକାର ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଯାହା ଆମେରିକାର ଇତିହାସର ସବୁଠାରୁ ବଡ଼ ପ୍ରତିବାଦ । ବିଶେଷକରି ଟ୍ରମ୍ପଙ୍କ ଟ୍ରାନ୍ସଜେଣ୍ଡର ବିରୋଧୀ ବୟାନ ଏବଂ ଅନ୍ୟାନ୍ୟ ବିବାଦୀୟ ନିଷ୍ପତ୍ତି ବିରୋଧରେ ୭୦ ଲକ୍ଷରୁ … Read More

ଦୀପ ଜାଳିବାରେ ଅଯଥା ଟଙ୍କା ଖର୍ଚ୍ଚ କରନାହିଁ: ଅଖିଳେଶ

ନୂଆଦିଲ୍ଲୀ: ଦୀପାବଳିରେ ଦୀପ ଏବଂ ମହମବତୀ ଜଳାଇବା ସମ୍ପର୍କରେ ଅଖିଳେଶ ଯାଦବଙ୍କ ବୟାନକୁ ନେଇ ଆଲୋଚନା ଜୋର ଧରିଛି | ବିଜେପି ନେତାମାନେ ଏସପି ଅଧ୍ୟକ୍ଷଙ୍କୁ କଡା ଟାର୍ଗେଟ କରିଛନ୍ତି। ଆଜି ବରିଷ୍ଠ ବିଜେପି ନେତା ମୁଖତାର ଆବାସ ନକଭି କହିଛନ୍ତି … Read More

କର୍ଣ୍ଣାଟକ ସରକାରଙ୍କୁ ଝଟକା: ଆରଏସଏସ ପଦଯାତ୍ରାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ:  କର୍ଣ୍ଣାଟକରେ ଆରଏସଏସର ଏକ କାର୍ଯ୍ୟକ୍ରମକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବୟାନବାଜି ଦେଖିବାକୁ ମିଳିଛି । ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେଙ୍କ ନିର୍ବାଚନମଣ୍ଡଳୀ ଚିତ୍ତପୁରରେ, ଶାନ୍ତି ଏବଂ ଆଇନ ଶୃଙ୍ଖଳା ଭଙ୍ଗ ହେବାର ସମ୍ଭାବନା ଦର୍ଶାଇ କର୍ତ୍ତୃପକ୍ଷ ରବିବାର ଦିନ … Read More

୪୭୧ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୪୭୧ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରବିବାର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରିମୋଟ ବଟନ ଚିପି ଏସବୁ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଦୀପାବଳିର … Read More

ନାବାଳିକାଙ୍କୁ ଅସଦାଚରଣ, ବାବା ଗିରଫ

ଭୁବନେଶ୍ୱର : ଆଶ୍ରମରେ ବାବାଙ୍କ ବ୍ୟାଡ଼ ଟଚ୍ ଅଭିଯୋଗ । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ମହିମା ବାବା ଅମର ଦାସ ଗିରଫ । ନନ୍ଦନକାନନ ଥାନା କେନ୍ଦୁପାଟଣା ଦାଢ଼ରେ ଘଟଣା ଘଟିଛି । ପୂଜା ପାଇଁ ଯାଇଥିବାବେଳେ ନାବାଳିକାଙ୍କୁ ବାବା ଅସଦାଚରଣ କରିବା … Read More

ଟ୍ରାକ ଉପରେ ଧସିଲା ପଥର, କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ

ଜୟପୁର: ରେଳପଥ ଉପରେ ପଡିଲା ପଥର। ରେଳ ଚଳାଚଳ ବନ୍ଦ। ଆନ୍ଧ୍ର-ଓଡିଶା ଛତିଶଗଡକୁ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଲ କେକେ ରେଳପଥରେ ଅଘଟଣ ଘଟିଛି। ଭୋର୍ ୪ଟା ସମୟରେ ଆନ୍ଧ୍ର ପ୍ରଦେଶର ଟ୍ୟାଡା-ଚିପୁପାଲି ରେଳପଥ ଉପରେ ବିରାଟ ପଥର ଖସିପଡିଥିଲା। ପଥର ସହ … Read More

ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗ୍ରାମାଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ … Read More

ଶାସନ ନୁହେଁ, ସେବା ହିଁ ରାଜ୍ୟ ସରକାରଙ୍କର ମୂଳମନ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ … Read More

ମାଓବାଦୀଙ୍କୁ ଧରାଇଲେ ମିଳିବ ପୁରସ୍କାର

କଲ୍ୟାଣସିଂହପୁର: ମାଓବାଦୀଙ୍କୁ ଧରାଇଲେ ପୁରସ୍କାର ରାଶି ପ୍ରଦାନ କରାଯିବ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଓଡିଶା ପୁଲିସ୍‌ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ପାଚେରୀ, ସମିତି ଓ ତହସିଲଦାର କାର୍ଯ୍ୟାଳୟର ଫାଟକରେ ଏ ନେଇ ପୋଷ୍ଟର ମଧ୍ୟ … Read More