ବକେୟା ପ୍ରାପ୍ୟକୁ ନେଇ ମୁହାଁମୁହିଁ ହେଲେ ମିଶୋ-ଆମାଜନ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ମିଶୋ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କ୍ଲାଉଡ ସର୍ଭିସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମିଶୋ ଏବଂ ଆମାଜନ। କ୍ଲାଉଡ ସର୍ଭିସ ଦେୟ ପଇଠ ନ କରିବାରୁ ମିଶୋ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି ଆମାଜନ ଓ୍ବେବସର୍ଭିସେସ। ମିଶୋ … Read More

ବିହାର ନିର୍ବାଚନ: ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ

ବିହାର: ବିହାରରେ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ବିହାରର ସମସ୍ତିପୁରରେ ନିର୍ବାଚନ ବିଗୁଲ ବଜାଇଛନ୍ତି । ମଞ୍ଚ ଉପରୁ ଜନତାଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ପୁରା ବିହାର ବାସୀ ପୁଣି … Read More

ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କବାଦୀଙ୍କ ବଡ ବିସ୍ଫୋରଣ ଯୋଜନା ପଣ୍ଡ ହୋଇଛି । ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଜଣେ ଦିଲ୍ଲୀର ହୋଇଥିବା ବେଳେ ମଧ୍ୟପ୍ରଦେଶର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆଇଇଡି ବିସ୍ଫୋରଣ ପାଇଁ … Read More

ଆନ୍ଧ୍ରପ୍ରଦେଶ ବସ ଟ୍ରାଜେଡି: ସହାୟତା ରାଶି ଘୋଷଣା ସହ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧପ୍ରଦେଶ ବସ ଟ୍ରାଜେଡିରେ ୨୦ଜଣ ଜୀବନ୍ତ ଦଗ୍ଧ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ, ଆହତଙ୍କୁ ୫୦ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା … Read More

ଭାରତ ପରେ ପାକିସ୍ତାନକୁ ପାଣି ବନ୍ଦ ଯୋଜନା କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନ : ଭାରତ ପରେ ପାକିସ୍ତାନକୁ ନେଇ ବକ୍ଷ ପଦକ୍ଷେପ ନେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନରୁ ପାକିସ୍ତାନ ଆଡ଼କୁ ବୋହୁଥିବା ସମସ୍ତ ନଦୀର ପାଣିକୁ ବନ୍ଦ କରିପାରେ ଆଫଗାନିସ୍ତାନ । ଶେଷରେ ଶୋଷରେ ଆଉଟପାଉଟ ହେବ ପାକିସ୍ତାନ । ପାକିସ୍ତାନକୁ ବୁନ୍ଦେ ପାଣି … Read More

ବସ୍‌ରେ ଲାଗିଲା ନିଆଁ, ୨୦ ଯାତ୍ରୀ ଦଗ୍ଧ

ବେଙ୍ଗାଳୁରୁ: ବସରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୦ ଯାତ୍ରୀ । ଆନ୍ଧ୍ରର କର୍ଣ୍ଣୁଲ ଜିଲ୍ଲା ବେଙ୍ଗାଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ବାଇକ୍ ସହ ଧକ୍କା ହେବାରୁ ବସ୍ ରେ ହଠାତ୍ ଲାଗିଲା ନିଆଁ । … Read More

‘କଳାମଣ୍ଡଳ’ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ  କେନ୍ଦୁଝର ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରର ସୈନିକ … Read More

ବାଘ ଆକ୍ରମଣରେ ଛେଳି ଚରାଳି ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମ ନିକଟରେ ବାଘ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଜଣକ ହେଲେ ଟାଇଁସି ଗ୍ରାମର ପୁରେନ୍ଦ୍ର ବେହେରାଙ୍କ ପୁଅ ବସନ୍ତ ବେହେରା … Read More

କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

କପ୍ତିପଦା: ସ୍ବାମୀ ଭୁଲିଗଲା ସଂପର୍କ। ବିବାହ ବେଦିରେ ଧରିଥିବା ହାତ ଏବଂ ପ୍ରତିଜ୍ଞାକୁ ଭୁଲି ଯାଇ ପତ୍ନୀଙ୍କୁ ନିମର୍ମ ଭାବେ ହତ୍ୟା କରିଛି। ଜହ୍ଲାଦ ସ୍ୱାମୀର କାଠ ଫାଳିଆ ମାଡ଼ରେ ପତ୍ନୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା … Read More

ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାରାଥନ ପ୍ରଚାର

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଶୁକ୍ରବାର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନା ବ୍ଲକର ୩ ନମ୍ବର ଜିଲା ପରିଷଦ ଜୋନରେ ମାରାଥନ ପ୍ରଚାର କରିଛନ୍ତି। ନୂଆଗାଁ ପଞ୍ଚାୟତରୁ … Read More