ଅନଲାଇନ ପେମେଣ୍ଟକୁ ନେଇ ଗଣ୍ଡଗୋଳ, ଦୋକାନୀଙ୍କୁ ଆକ୍ରମଣ କଲା ଗ୍ରାହକ
ଭୁବନେଶ୍ୱର : ରାଜଧାନୀରେ ବୁଲିଲା ଖଣ୍ଡା । ଗ୍ରାହକ ଖଣ୍ଡା ଚୋଟରେ ଦୋକାନୀ ଆହାତ। ବଡଗଡ ଥାନା ଟଙ୍କପାଣି ରୋଡ଼ ଚିଲି ପୋଖରୀ ପାଖରେ ଘଟିଛି ଘଟଣା । ଅନଲାନରେ ପେମେଣ୍ଟକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଦୋକାନୀଙ୍କୁ … Read More
