ଟ୍ରଲରରୁ ୩୦ କୁଇଣ୍ଟାଲ ମାଛ ଜବତ, ୯ ମତ୍ସ୍ୟଜୀବୀ ଗିରଫ
କେନ୍ଦ୍ରାପଡ଼ା: ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରୁ ବେଆଇନ ମାଛ ଧରୁଥିବା ବେଳେ ଟ୍ରଲର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ । ଅଭୟାରଣ୍ୟର ୧୦ କିଲୋମିଟର ଦୂରରେ ଥିବା ଡେଜ୍ ନାମକ ଏକ ଟ୍ରଲରକୁ ଜବତ କରାଯାଇଛି … Read More
