ଆହୁରି ୭ ଦିନ ରାଜ୍ୟରେ ଅନୁଭୂତ ହେବ ଅସମ୍ଭାଳ ଶୀତ, ବୋହିବ କାଲୁଆ ପବନ

ଭୁବନେଶ୍ୱର: ଖସୁଛି ପାରଦ, ଆଗକୁ ଆହୁରି ବଢ଼ିବ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । … Read More

ମୁଖ୍ୟମନ୍ତ୍ରୀ ବାୟୁସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ, ୪ଦିନରେ ଚିକିତ୍ସିତ ହେଲେ ୧୬୭୩ ରୋଗୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମେଡିକାଲ କଲେଜ ରୁ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ରେ ପହଁଚି ଗୁରୁତର … Read More

ଦାଦା ବଟି ନ ଦେବାରୁ ଇଂଜିନିୟରଙ୍କୁ ଛୁରାମାଡ

ଭୁବନେଶ୍ୱର : ଶିଶୁପାଳଗଡ଼ର ଇଲା ସାହିରେ ଛୁରାମାଡ ।  ଜଣେ ସିଭିଲ ଇଂଜିନିୟରଙ୍କୁ ଛୁରାମାଡ ।  ଘର ସାମ୍ନାରେ ଚାରି ଜଣ ଦୁର୍ବୃତ୍ତ  ଛୁରାମାଡ କରିଛନ୍ତି ।  ଥାନାରେ ଅଭିଯୋଗ କରିବାରୁ ଛୁରାମାଡ ।  ସିଭିଲ ଇଞ୍ଜିନିୟର ବିଜୟ କୁମାର ସାହଙ୍କୁ ଛୁରାମାଡ … Read More

କୂଅରୁ ହାତୀ ଛୁଆ ଉଦ୍ଧାର

ଅନୁଗୁଳ : ଅନୁଗୁଳରେ ଅପରେସନ ଗଜରାଜ । ଏକ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ହାତୀ । ବଅଁରପାଳ ବ୍ଲକ ନରେନ୍ଦ୍ରପୁର ଗାଁର ଏକ ପରିତ୍ୟକ୍ତ କୂଅରୁ ୮ବର୍ଷରୁ ହାତୀ ଛୁଆ ଉଦ୍ଧାର ହୋଇଛି । ହାତୀଟି ଗାଁ ଭିତରକୁ ଆସି … Read More

ମା’ ତାରିଣୀ ପୀଠ ସମନ୍ବିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି … Read More

ଏସଆଇ ପରୀକ୍ଷା ଘୋଟାଲା; SSB ଯବାନଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ଦିନ ଜଣେ SSB ଯବାନଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ଦୁଇ ଦିନର … Read More

ଭୁବନେଶ୍ୱରରେ ଖୋଲିବ ଆଉ ୨ ନୂଆ ତହସିଲ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ଆଉ ଦୁଇଟି ତହସିଲ୍ । ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ସହରରେ ଦିନକୁ ଦିନ ଜମି କିଣାବିକା ବହୁ … Read More

୩୧୪ ଓଏଭିରେ ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଉଚ୍ଛେଦ ହେବ ଲାଇବ୍ରେରିଆନ୍‌ ପଦ

ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ବଡ଼ ସୂଚନା । ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ । ପୂର୍ବରୁ ଥିବା ଲାଇବ୍ରେରିଆନ୍‌ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଆ ପ୍ରଶିକ୍ଷିତ … Read More

କାଲି ରାତି ୮ଟା ସୁଦ୍ଧା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ଇଣ୍ଡିଗୋକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : କାଲି ସୁଦ୍ଧା ଟଙ୍କା ଫେରସ୍ତ ପାଇଁ ଇଣ୍ଡିଗୋକୁ ନିର୍ଦ୍ଦେଶ । ଯାତ୍ରୀମାନଙ୍କର ସମସ୍ତ ବକେୟା ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଗତକାଲି ଅର୍ଥାତ୍ ଡିସେମ୍ବର ୭ ରାତି ୮ଟା ସୁଦ୍ଧା … Read More

ପୁଟିନଙ୍କୁ କାହିଁକି ମଦ, ମାଂସ ପରସାଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ରାତିରେ ସ୍ବଦେଶ ଫେରିଯାଇଛନ୍ତି। ଯିବା ପୂର୍ବରୁ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ତାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ନୈଶ ଭୋଜିର ଆୟୋଜନ କରାଯାଇଥିଲା। ଯେଉଁଥିରେ ପୁଟିନଙ୍କୁ ନାନା … Read More