ଶମଶାବାଦ ବିମାନବନ୍ଦରକୁ ବୋମା ଧମକ
ତେଲେଙ୍ଗାନା : ତେଲେଙ୍ଗାନାର ଶମଶାବାଦ ଏୟାରପୋର୍ଟକୁ ପୁଣି ବୋମା ଧମକ ମିଳିଛି । ଯାହାର ଧମକ ଏୟାରପୋର୍ଟର ଅଧିକାରୀଙ୍କ ନିକଟକୁ ଇମେଲ୍ ମାଧ୍ୟମରେ ଆସିଥିବା ସୂଚନା ମିଳୁଛି । ଯେଉଁଥିରେ ଦାବି କରାଯାଇଛି ଯେ, ଆମେରିକା ଯାଉଥିବା ବିମାନରେ ବୋମା ରଖାଯାଇଛି । … Read More
