ପାଣି ଟାଙ୍କି ଭୁଶୁଡ଼ି, ୩ ଶ୍ରମିକ ମୃତ, ଅନେକ ଗୁରୁତର
ନାଗପୁର : ମହାରାଷ୍ଟ୍ର ନାଗପୁରରେ ବୁଟିବୋରି ଏମଆଇଡିସିରେ ଅୱାଡା କମ୍ପାନୀରେ ପାଣିଟାଙ୍କି ଭୁଶୁଡିବାରୁ ଅଘଟଣ । ଏଥିରେ ୩ ଜଣ ଶ୍ରମକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଅୱାଡା କମ୍ପାନୀରେ ସୋଲାର ପ୍ୟାନେଲ ନିର୍ମାଣ କାମ ଚାଲୁ … Read More
