ଗାଁର ଜନସଂଖ୍ୟା ୧,୩୯୪, ତିନି ମାସରେ ଜନ୍ମ ନେଲେ ୨୭,୩୯୭ ପିଲା, ଯାଞ୍ଚ ଲାଗି ଗଠନ ହେଲା SIT
ମୁମ୍ବାଇ ୨୪।୧୨: ମହାରାଷ୍ଟ୍ର ୟବତମାଲ ଜିଲ୍ଲା ସେନ୍ଦୁରସାନୀ ଗାଁ ମିଛ ଜନ୍ମ ପଞ୍ଜିକରଣ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେନ୍ଦୁରସାନୀ ଗାଁର ମୋଟ ଜନସଂଖ୍ୟା ୧,୩୯୪ ହେଲେ … Read More
