ଭଡ଼ାଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

ବେଗୁନିଆ : ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଅଧ୍ଯାପିକାଙ୍କ ମୃତଦେହ ଉଦ୍ଧାର । ମୃତକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ଯାପିକା ବର୍ଷାରାଣୀ ଗଜେନ୍ଦ୍ର । ବୋଲଗଡର ଏକ ଭଡାଘରେ ଏକୁଟିଆ ରହୁଥିଲେ ଅଧ୍ୟାପିକା … Read More

ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ଆୟକର ନିୟମ

ନୂଆଦିଲ୍ଲୀ:୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଆଜି ବଜେଟ୍ ୨୦୨୬ରେ ଏ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ … Read More

ଏଥର ବଜେଟରେ କଣ ସବୁ ହେଲା ଶସ୍ତା ଓ ମହଙ୍ଗା

ଶସ୍ତା ହେଲା : କର୍କଟ ଏବଂ ମଧୁମେହ ଔଷଧ କ୍ରୀଡା ସାମଗ୍ରୀ ସୋଲାର ସାମଗ୍ରୀ ମୋବାଇଲ ବ୍ୟାଟେରୀ ମାଇକ୍ରୋଓଭନ ଚମଡା ବିଦେଶ ଯାତ୍ରା ବାୟୋ ସିଏନଜି କପଡା ମହଙ୍ଗା ହୋଇଛି : ମଦ ଖଣିଜ ପଦାର୍ଥ ସ୍କ୍ରାପ୍ ସିଗାରେଟ୍ ପାନ ମସଲା … Read More

୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌

ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ଲଗାତାର ୯ମ ଥର ପାଇଁ ବଜେଟ୍‌ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ ଅର୍ଥମନ୍ତ୍ରୀ ବିକଶିତ ଭାରତ ଲକ୍ଷ୍ୟ ନେଇ … Read More

୨୦୨୬-୨୭ ପୂର୍ଣ୍ଣାଙ୍ଗ ବଜେଟରେ ଓଡିଶା ପାଇଁ ବଡ ଘୋଷଣା

ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ନିର୍ମଳା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଓଡ଼ିଶା ସମେତ ୫ଟି ରାଜ୍ୟରେ ବିରଳ ଖଣିଜ କରିଡର ନେଇ ଘୋଷଣା କରିଛନ୍ତି … Read More

୧୬୭ ହିତାଧିକାରୀଙ୍କୁ ପକ୍କା ଘର ଦେବ ବିଏମ୍‌ସି

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ୧୬୭ଜଣ ହିତାଧିକାରୀଙ୍କୁ ଲଟେରି ଜରିଆରେ ପକ୍କା ଘର ଆବଣ୍ଟନ କରାଯାଇଛି। ଚନ୍ଦ୍ରଶେଖରପୁର ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ସାଲିଆସାହି, ସୁଭାଷ ବୋଷ ନଗର ବସ୍ତି, ମହାବୀର ବସ୍ତି, ମାଛ ମାର୍କେଟ ବସ୍ତି, ଜଗନ୍ନାଥବିହାର ଗୋପାଳ ବସ୍ତି, ସହିଦ ଲକ୍ଷ୍ମଣ … Read More

ନାବାଳିକାଙ୍କୁ ଗଣଦୁଷ୍କର୍ମ, ଥାନାରେ ଏତଲା

ସୋର: ବାଲେଶ୍ବର ସୋରରେ ଲଜ୍ଜା । ଟିଉସନରୁ ଫେରିବା ସମୟରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ସୋର ଥାନା ଅଞ୍ଚଳରେ ଘଟିଛି ଘଟଣା । ଗତକାଲି ରାତିରେ ନାବାଳିକା ଜଣଙ୍କ ଟ୍ୟୁସନ୍ ସାରି ଫେରୁଥିବା … Read More

୨୮ ଫେବୃଆରୀ ସୁଦ୍ଧା ପଞ୍ଜୀକରଣ ନକଲେ ସିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିବେ ହିତାଧିକାରୀ

ଭୁବନେଶ୍ବର: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା । ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର । ୨୮ ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା … Read More

ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର

କେନ୍ଦୁଝର: ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲା ବଡ଼ବିଲରେ କୁଖ୍ୟାତ ଅପରାଧୀ ସିପୁ କୁମାରକୁ ଗୁଳି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ସମ୍ପୃକ୍ତ ଥିବା ସିପୁ କୁମାରକୁ ଏନକାଉଣ୍ଟର ହୋଇଛି । ଟାଙ୍କୁରା ନିକଟ ଏକ ଜଙ୍ଗଲରେ ପ୍ରଥମେ ପୋଲିସ … Read More

ମସ୍କୋ ଯିବେନି ଜେଲେନ୍‌ସ୍କି

କିଏଭ୍‌: ଯୁଦ୍ଧ ବିରତି ପ୍ରସଙ୍ଗରେ ଆଲୋଚନା କରିବାକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ତରଫରୁ ଯେଉଁ ଆମନ୍ତ୍ରଣ କରାଯାଇଥିଲା, ତାହାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି। ଗୁରୁବାର ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଜେଲେନ୍‌ସ୍କି କହିଛନ୍ତି ଯେ … Read More