ଜଳିଗଲା ବସ: ଅଳ୍ପକେ ବର୍ତ୍ତିଲେ ୩୯ ଯାତ୍ରୀ
ହାଇଦ୍ରାବାଦ : ହାଇଦ୍ରାବାଦରୁ ବିଜୟଓ୍ବାଡା ଯାଉଥିବା ଏକ ଘରୋଇ ବସରେ ଭୟଙ୍କର ନିଆଁ । ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାର କାଞ୍ଚିକଚେରଲା ପୋଲିସ ଷ୍ଟେସନ ନିକଟ ନନ୍ଦୀଗାମା ନିକଟରେ କୀସାରା ଟୋଲ ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଫଳରେ ୩୯ ଯାତ୍ରୀ ଜୀବନ … Read More
