ପାଟନା ସିଭିଲ କୋର୍ଟକୁ ବୋମା ଧମକ

ପାଟନା : ବିହାର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ । ବୋମା ଧମକ ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖାଦେଇଥିଲା । ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ଖାଲିକରିଦିଆଯାଇଥିଲା । କୋର୍ଟରେ ଥିବା ସୁରକ୍ଷାକର୍ମୀ … Read More

ଥାନ୍ୟା ନାଥନ ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି

ନୂଆଦିଲ୍ଲୀ: କେରଳ କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇଛନ୍ତି । ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବା ବେଳେ କେରଳ … Read More

AI ନ ଶିଖିଲେ ଛାଡ଼ିବାକୁ ହେବ ଚାକିରି

ନୂଆଦିଲ୍ଲୀ: ଟେକ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି କମ୍ପାନୀରେ ରହିବାକୁ ହେଲେ AI ବା କୃତ୍ରିମ ବୁଦ୍ଧିମତାକୁ ଆପଣେଇବାକୁ ହେବ, ନଚେତ୍ ସମ୍ମାନର ସହ ବିଦାୟ ନେବାକୁ ପଡ଼ିବ। ନିଜ କର୍ମଚାରୀଙ୍କୁ ଏମିତି କିଛି କଡ଼ା ଚେତାବନୀ … Read More

ଏୟାର ଇଣ୍ଡିଆ ଦୁର୍ଘଟଣା: ୩ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର (୧୧ ଫେବୃଆରୀ) କେନ୍ଦ୍ରକୁ ୧୨ ଜୁନ୍, ୨୦୨୫ରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମାମଲାରେ ଏପର୍ଯ୍ୟନ୍ତ ଅନୁସରଣ କରାଯାଇଥିବା ପ୍ରକ୍ରିୟାଗତ ପ୍ରୋଟୋକଲ ଉପରେ ଏକ ସଂକ୍ଷିପ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ … Read More

ଡିମିରିଗୁଡା ଗ୍ରାମ ନିକଟରେ ବାଘ ପାଦଚିହ୍ନ; ଲୋକେ ଭୟଭୀତ

ମୁନିଗୁଡ଼ା : ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତର ଡିମିରିଗୁଡା ଗ୍ରାମ ନିକଟରେ ବାଘ ପାଦଚିହ୍ନ ଦେଖିବାକୁ ମିଳିଛି। ଗତକାଲି ରାତିରେ ଏକ ବାଛୁରୀକୁ ବାଘ ଖାଇଥିବା ସନ୍ଦେହ। ରାୟଗଡ଼ା ଜିଲ୍ଲା ଡିମିରିଗୁଡା ଗ୍ରାମ ନିକଟରେ ବାଘ ଆତଙ୍କ। ଗ୍ରାମ ନିକଟରେ … Read More

କଟକରେ ଲେଜର ଲାଇଟ ବ୍ୟାନ କଲେ ହାଇକୋର୍ଟ

କଟକ : ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ । କଟକ ସହରରେ ହୋଇ ପାରିବ ନାହିଁ ଲେଜର ଲାଇଟ ବ୍ୟବହାର । ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା । ରୋଷଣୀ ଆଦିରେ ଡିଜେ ବ୍ୟବହାର … Read More

ଖରାଦିନ ନ ହେଉଣୁ ଜଳିଲାଣି ଜଙ୍ଗଲ

ବାଙ୍କି : ଖରାଦିନ ଆସିନି । ଏବେଠୁ ଜଳିଲାଣି ଜଙ୍ଗଲ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋପବନ୍ଧୁ ନଗରଠାରୁ ଖଏରପଙ୍ଗା ରାସ୍ତା କଡ଼ରେ ଥିବା ପଟାଶ ଜଙ୍ଗଲରେ ନିଆଁ ଲାଗିଛି । ହୁ ହୁ ହୋଇ ଜଳୁଛି ୪ ଏକରରୁ ଅଧିକ … Read More

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ … Read More

୩ ମାସ ମଧ୍ୟରେ ରତ୍ନଭଣ୍ଡାର ଗଣତିମଣତି ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପାଇଁ ହାଇକୋର୍ଟଙ୍କ ୩ ମାସର ଡେଡ୍ ଲାଇନ । ୧୯୭୮ର ​ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହିପରି ରତ୍ନ ଭଣ୍ଡାର ଚାବି ହଜିବା … Read More

ବ୍ଲକ୍ ଜିପରେ ତେଲ ପକାଇବା ନାଁରେ ସରକାରଙ୍କ ଟଙ୍କା ଲୁଟି ନେଲେ ବିଡିଓ !

ବାଙ୍କୀ: ସରକାରୀ ବାବୁ କରୁଛନ୍ତି ମହା ଘୋଟାଲା । ସରକାରୀ ଗାଡ଼ିରେ ତେଲ ପକାଇବା ବାହାନାରେ ନିଜ ବ୍ୟକ୍ତିଗତ ଗାଡ଼ିରେ ତେଲ ପକାଇବା ପାଇଁ ସରକାରଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ । ଗ୍ରାମାଞ୍ଚଳରେ ନୂତନ ଭାବେ ଉନ୍ନୟନ ମୂଳକ କାର୍ଯ୍ୟ … Read More