ଦିଲ୍ଲୀରେ ଭୁଶୁଡିଲା ପାଦଚଲା ଓଭରବ୍ରିଜ, ଭାସିଗଲେ ମହିଳା
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ବଡ଼ ଅଘଟଣ । ରୂପ ନଗର ଅଞ୍ଚଳରେ ଏକ ଫୁଟ ଓଭରବ୍ରିଜ ଭୁଶୁଡିପଡିଛି । ଏହି ଘଟଣାରେ ଜଣେ ମହିଳା ନାଳରେ ଭାସିଯାଇଥିବା ଜଣାପଡିଛି । ମହିଳାଙ୍କୁ ଖୋଜାଚାଲିଛି । ଖବର ମୁତାବକ, ଦିଲ୍ଲୀ ଅଗ୍ନିଶମ ସେବା ନିକଟକୁ … Read More
