ସଡ଼କ ଦୁର୍ଘଟଣା ପୀଡିତଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ବର : ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ ରାହତ’ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ … Read More

ବାତିଲ ହୋଇନି ମେଟ୍ରୋ ପ୍ରକଳ୍ପ, ସାମୟିକ ଭାବେ ସ୍ଥଗିତ ରଖାଯାଇଛି: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଅଛନ୍ତି । ବାତିଲ ହୋଇନି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ, ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ କେଉଁଠି ମନା କରିନାହାନ୍ତି, ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଥିବା କହିଛନ୍ତି ନଗର … Read More

ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ, ସ୍ଥିତି ପରଖିଲେ CDMO

ଯାଜପୁର : ଧର୍ମଶାଳାରେ ବ୍ୟାପୁଛି ଝାଡ଼ାବାନ୍ତି । ସ୍ଥିତି ପରଖିଲେ CDMO । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଉଁଶଡୋଳ ଗାଁରେ ଝାଡାବାନ୍ତିରେ ୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଉକ୍ତ … Read More

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳରେ ଚାଞ୍ଚଲ୍ୟ ।  ଯୌନ ରାକ୍ଷସ ସାଜିଲା ଅଟୋ ଡ୍ରାଇଭର ।  ନାବାଳିକାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କଲା ଅଟୋ ଡ୍ରାଇଭର ।  ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଟୋ ଛାଡି ଜଙ୍ଗଲକୁ ଦୌଡ଼ି ପଳାଇଥିଲା … Read More

ମେଟ୍ରୋ ପ୍ରକଳ୍ପ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ । ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ର ନିକଟତର ନିଷ୍ପତ୍ତିକୁ ନେଇ … Read More

ହାତୀ ଆକ୍ରମଣରେ ମାଆ ଓ ଝିଅ ମୃତ

ଅନୁଗୁଳ : ଅନୁଗୁଳରେ ହାତୀ ଆକ୍ରମଣରେ ମାଆ ଓ ଝିଅ ମୃତ । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମଧୁପୁର ନିକଟରେ ହାତୀ ଆକ୍ରମଣ କରିଛି । ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକ ବହୁଳା ଅଞ୍ଚଳକୁ ଆସି ସେଠାରେ ରହିବା ସହ ଶ୍ରମିକ … Read More

ଲୁହା ପ୍ଲେଟ ବାଜି ଚାଲିଗଲା ମାଆ-ପୁଅଙ୍କ ଜୀବନ

ଭୁବନେଶ୍ୱର : ଏମିତି ବି ଆସେ ମୃତ୍ୟୁ । ଏକାସଙ୍ଗେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ । ଲୁହା ପ୍ଲେଟ ବାଜି ଆଖିବୁଜିଲେ ମାଆ ଓ ପୁଅ । ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା … Read More

ଜଳ ଜୀବନ ମିଶନ ସ୍କାମ୍: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଗିରଫ

ଜୟପୁର: ଜୟପୁରରେ ପୁଣି ଥରେ ଏକ ବଡ଼ ଠକେଇ ହଇଚଇ ସୃଷ୍ଟି କରିଛି। ଦୀର୍ଘ ସମୟ ଧରି ତଦନ୍ତ ଚାଲିଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁବୋଧ ଅଗ୍ରୱାଲଙ୍କୁ ଶେଷରେ ନୂଆଦିଲ୍ଲୀରୁ ଗିରଫ କରାଯାଇଛି। ତାଙ୍କୁ ଅଧିକ ପଚରାଉଚରା ପାଇଁ ଖୁବ୍ ଶୀଘ୍ର … Read More

ପୁନଃ ନିର୍ବାଚିତ ହେଲେ ପ୍ରଥମରୁ ପିଜି ଯାଏଁ ମାଗଣା ଶିକ୍ଷା, ଛାତ୍ରୀମାନଙ୍କ ପାଇଁ ଷ୍ଟାଇପେଣ୍ଡ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଯଦି ସେ ପୁନଃ ନିର୍ବାଚିତ ହୁଅନ୍ତି ତେବେ ପ୍ରାଥମିକ ଶିକ୍ଷା ଠାରୁ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା … Read More

ବିଧାନସଭା ନିର୍ବାଚନ ପାଇଁ ଆସାମ, କେରଳ, ପୁଡ଼ୁଚେରୀରେ ମତଦାନ ଶେଷ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ ପୁଡ଼ୁଚେରୀରେ ସର୍ବାଧିକ ୮୬.୯୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଆସାମରେ ୮୪.୪୨ ପ୍ରତିଶତ ଏବଂ କେରଳରେ … Read More