ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ, ଆଟେଣ୍ଡାଣ୍ଟ ମୃତ
ଢେଙ୍କାନାଳ: ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ, ଜଣେ ଆଟେଣ୍ଡାଣ୍ଟ ମୃତ । ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର । ଆମ୍ବୁଲାନ୍ସଟି ଭୁବନେଶ୍ଵରରୁ ଅନୁଗୁଳ ଫେରୁଥିଲା । ଢେଙ୍କାନାଳ ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ ଘଟିଛି ଏହି … Read More
