ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣା, ପ୍ରଧାନଶିକ୍ଷକ ନିଲମ୍ବିତ
ଯାଜପୁର ରୋଡ: ପିଲାଙ୍କ ପ୍ୟାଣ୍ଟରେ ପ୍ରଧାନଶିକ୍ଷକ ବିଛୁଆତି ପୁରାଇ ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ହୀନ କାର୍ଯ୍ୟକଳାପ ପାଇଁ ଚାକିରିରୁ ନିଲମ୍ବିତ । ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ବାସୁଦେବ ଦେହୁରୀଙ୍କୁ … Read More
