ଆମ୍ବ ଗୋଟାଇବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ବୃଦ୍ଧାଙ୍କ ଜୀବନ
ଢ଼େଙ୍କାନାଳ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ। ହାତୀ ଆକ୍ରମଣରେ ବୃଦ୍ଧା ମୃତ। ଢେଙ୍କାନାଳ ସଦର ରେଞ୍ଜ ସଂସାଇଲ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଗୀତାଞ୍ଜଳି ସାହୁ । ଆଜି ସକାଳେ ସେ ତୋଟାକୁ ଯାଇ … Read More
