କାର ଉପରେ ମାଡ଼ିଗଲା ହାଇଓ୍ବା, ଚାଲିଗଲା ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ

ଭୁବନେଶ୍ୱର : ରାତି ଅଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚନ୍ଦକା ଥାନା ଭୋଳା ଛକ ନିକଟରେ ହାଇଓ୍ବା ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦାମୀ କାର ଉପରେ ମାଡ଼ିଗଲା ହାଇଓ୍ବା । ଦୁର୍ଘଟଣାରେ ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ … Read More

ମେ’ ୧୮ ଓ ୨୫ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ‘ଜନ ଅଭିଯୋଗ ଶୁଣାଣି’

ଭୁବନେଶ୍ବର:ଆସନ୍ତା ମେ ୧୮ ଓ ୨୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର … Read More

ସୁନା କିଣି ଦେଲେନି ଟଙ୍କା, ଶେଷରେ ସସପେଣ୍ଡ ହେଲେ SDPO

ଆସିକା: ସୁନା କିଣି ପଇସା ଦେଲେନି SDPO । ଆସିକା ପୋଲିସ ଅଧିକାରୀ ସନ୍ତୋଷ ଜେନା ନିଲମ୍ବିତ। ଖାକିରେ ଦାଗ, ସୁନା କିଣି ଟଙ୍କା ଦେଲେନି, ଶେଷରେ ସସପେଣ୍ଡ ହେଲେ SDPO! । ଜଣେ ପୋଲିସ ଅଧିକାରୀଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ … Read More

ଭଦ୍ରକରେ ପେଟ୍ରୋଲ ପମ୍ପରେ ଜିଲ୍ଲା ପ୍ରଶାସନର ଚଢ଼ାଉ

ଭଦ୍ରକ: ପେଟ୍ରୋଲ ପମ୍ପ୍‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଗ୍ରାହକ। ଗତ ରାତିଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା … Read More

ଜମି ବିବାଦ: ହୋମିଓପାଥି ଡାକ୍ତରଙ୍କୁ ପିଟିପିଟି ମାରିଦେଲେ

କେନ୍ଦ୍ରାପଡ଼ା: କିଛି ଦିନ ତଳେ ବାଲିଅନ୍ତା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ନେତାଠୁ ଜନତା ସବୁ ମହଲରେ ହୁଲୁସ୍ତୁଲ ହୋଇଥିଲା। ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କିଛି ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି … Read More

ରାଜ୍ୟ​‌ରେ ଚରମ ସୀମାରେ ପହଞ୍ଚିଛି ତେଲ ସଙ୍କଟ: ଟାଙ୍କିରେ ଲମ୍ବା ଲାଇନ

ଭୁବନେଶ୍ଵର : ରାଜ୍ୟ​‌ରେ ଏବେ ଇନ୍ଧନ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ପେଟ୍ରୋଲପମ୍ପରେ ଲାଗିଛି ଲମ୍ବା ଧାଡି।ପେଟ୍ରୋଲପମ୍ପ ଗୁଡିକରେ ଏବେ କୁରୁକ୍ଷେତ୍ର ପାଲଟିଥିବା ବେଳେ ତେଲ ପାଇଁ … Read More

ବାଣ କାରଖାନାରେ ବିସ୍ଫୋରଣ, ୧୫ ମୃତ

ମଧ୍ୟପ୍ରଦେଶ : ଦେଓ୍ବାସର ଏବି ରୋଡ ସ୍ଥିତ ଟୋଙ୍କକଲାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିସ୍ଫୋରଣରେ ଆଖପାଖର ଘର ସବୁ ଦୋହଲିଯାଇଥିଲା । କାରଖାନାରେ କାମ କରୁଥିବା … Read More

ମୁମ୍ବାଇରେ ପୁଣି ବଢିଲା ସିଏନଜି ଦର, ଆଜିଠୁ ନୂଆ ଦାମ୍ ଲାଗୁ

ମୁମ୍ବାଇ : ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ଼ । ମୁମ୍ବାଇରେ ପୁଣିଥରେ ସିଏନଜି ଦାମ୍ ବଢିଛି । ମୁମ୍ବାଇ ମେଟ୍ରୋପଲିଟନ ରିଜନରେ ଆଜିଠାରୁ ନୂଆ ସିଏନଜି ଦାମ୍ ଲାଗୁ ହୋଇଛି । ଏବେ ସିଏନଜି କିଲୋ ଦାମ୍ ୮୪ ଟଙ୍କାରେ ମିଳିବ । … Read More

ପତ୍ନୀକୁ ମାରି ଖାଟୁ ଶ୍ୟାମ ମନ୍ଦିର ଗଲା ସ୍ବାମୀ, ଘରୁ ଦୁର୍ଗନ୍ଧ ଆସିବାରୁ ପୋଲିସକୁ ସୂଚନା ଦେଲେ ପଡୋଶୀ

ରାଜସ୍ଥାନ : ରାଜସ୍ଥାନ କୋଟପୁତଲୀ ବହରୋଡ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା । ସ୍ତ୍ରୀକୁ କୁରାଢୀରେ ହତ୍ୟା କରିବା ପରେ ମୃତଦେହ କୁ ଗରେ ବନ୍ଦ କରିଦେଇଥିଳେ । ଏହାପରେ ଖାଟୁ ଶ୍ୟାମ ମନ୍ଦିର ଦର୍ଶନ ପାଇଁ ଚାଲିଯାଇଥିଲେ । ୩ ଦିନ ଧରି … Read More

ହାଇକୋର୍ଟରେ ଆଇନଜୀବୀ ଅବତାରରେ ମମତା, ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ନିଜେ ପକ୍ଷ ରଖିଲେ

କୋଲକତା : କଳା ଗାଉନ୍ ରେ ‘ଦିଦି’ଙ୍କ ଏଣ୍ଟ୍ରି ।  କୋଲକାତା ହାଇକୋର୍ଟରେ ଆଇନଜୀବୀ ଅବତାରରେ ପହଞ୍ଚିଲେ ମମତା ବାନାର୍ଜୀ । ନିଜ ଦଳର କର୍ମୀଙ୍କ ଉପରେ ହେଉଥିବା କଥିତ ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ ନିଜେ କୋର୍ଟରେ ପକ୍ଷ ରଖିଛନ୍ତି … Read More