ଯୁବକଙ୍କୁ ମାରି ପୋଡିଦେଲେ: ୨୩ ଜଣଙ୍କୁ ଉଠାଇଲା ପୋଲିସ
ନରସିଂହପୁର : କଟକ ମାଣିଆବନ୍ଧରେ ଚାଞ୍ଚଲ୍ୟ । ତାଳମୁଣ୍ଡଳୀ ଶବରସାହି ଗାଁରେ ଯୁବକଙ୍କୁ ହତ୍ୟା କରି ପୋଡିଦେଲେ। ୨୩ ଜଣଙ୍କୁ ଉଠାଇନେଲା ପୋଲିସ । ମୃତକ ଉକ୍ତ ଗାଁର ଟିକନ ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟିକନକୁ ହତ୍ୟା କରାଯାଇଥିବା … Read More
