Intel ଓ 3DGS ସହ ମେଗା ଚୁକ୍ତି, ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍

ଭୁବନେଶ୍ୱର :  ସେମିକଣ୍ଡକ୍ଟର ହବ୍ ହେବ ଓଡ଼ିଶା । Intel ଏବଂ 3DGS ସହ ମେଗା ଚୁକ୍ତି । ଭୁବନେଶ୍ୱରରେ ହେବ ୧ ହଜାର ୯୪୩ କୋଟିର ନିବେଶ! । ଦେଶର ହାଇ-ଟେକ୍ ଇଲେକ୍ଟ୍ରୋନିକ୍ସ ମାନଚିତ୍ରରେ ଓଡ଼ିଶା ଆଜି ଆଉ ଏକ … Read More

ଥାନାରେ ଥାର୍ଡ ଡିଗ୍ରୀ ଘଟଣା: ବାରଙ୍ଗ ଥାନା ଘେରିଲେ ଗ୍ରାମବାସୀ

ବାରଙ୍ଗ: ଥାର୍ଡ ଡିଗ୍ରୀ ପରେ ମେଡିକାଲରୁ ଉଠାଇନେଲେ । ଘଟଣାକୁ ନେଇ ପୁଣି ବାରଙ୍ଗ ଥାନା ଘେରିଲେ ଶତାଧିକ ଗ୍ରାମବାସୀ । ଘଟଣାସ୍ଥଳରେ କଟକ ଡିସିପି। ଚଣ୍ଡୀପ୍ରସାଦ ଗାଁର ରାକେଶ ବେହେରାଙ୍କୁ ବାରଙ୍ଗ ପୋଲିସର ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପୁଣି ତାତିଲେ … Read More

ଭୋକ ଉପାସରେ କୁଷ୍ଠାଶ୍ରମର ୨ ଶହ ଅନ୍ତେବାସୀ, ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବସିରହିଲେ

କଟକ: ଭୋକ ଉପାସରେ କୁଷ୍ଠ ଆଶ୍ରମର ୨ ଶହ ଅନ୍ତେବାସୀ । ଅସହ୍ୟ ଗୁଳୁଗୁଳିରେ ଖାଦ୍ୟ ଅପେକ୍ଷାରେ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଶତାଧିକ ରୋଗୀ । କଟକ ନୂଆବଜାର ଗାନ୍ଧୀପଲ୍ଲୀ ସ୍ଥିତ କୁଷ୍ଠାଶ୍ରମରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି … Read More

ଭୋଟର ତାଲିକା ସଂଶୋଧନ, କାଲିଠୁ ଘରକୁ ଘର ବୁଲିବେ BLO

ଭୁବନେଶ୍ୱର : ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ। କାଲିଠୁ ଘରକୁ ଘର ବୁଲିବେ BLO । ସାମିଲ ହେବେ ୩ କୋଟି ୩୩ ଲକ୍ଷରୁ ଅଧିକ ଭୋଟର। ଓଡ଼ିଶାର ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ … Read More

ଚାଷୀକୂଳ ପାଇଁ ଚେତାବନୀ, ଚଳିତ ବର୍ଷ ଓଡିଶାରେ କମ ବର୍ଷା

ଭୁବନେଶ୍ୱର : ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗ । ଚଳିତ ବର୍ଷ କମ୍ ହେବ ବର୍ଷା । ‘ଏଲ୍ ନିନୋ’ ସାଜିବ ବାଧକ! । ଏଥର ମୌସୁମୀ ବର୍ଷା ୯୦ ପ୍ରତିଶତକୁ ଖସିଲା । ଯାହା ଚାଷୀକୂଳ ପାଇଁ ବଡ଼ ଚେତାବନୀ! । … Read More

ଅଜଣା ଗାଡ଼ି ଧକ୍କାରେ ବାଇକ୍ ସହ ଜଳିଗଲେ ଯୁବକ

ଅନୁଗୁଳ: ଜଳିଗଲେ ବାଇକ୍ ଆରୋହୀ । ଅନୁଗୁଳ ଜିଲ୍ଲା ସମଲ ଥାନା ସମାକୋଇ ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୧୪୯ ନମ୍ବର ଜାତୀୟ ରାଜପଥର ସମାକୋଇ ବ୍ରିଜ୍ ଉପରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ବାଇକ୍ ସହ ଜୀବନ୍ତ … Read More

ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

କାଲିମେଳା: ବଜ୍ରପାତରେ ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁରେ ଅଘଟଣ। ସୂଚନା ଅନୁସାରେ ଗାଁର ୩୫ ବର୍ଷୀୟା ଏଙ୍କି ମାଡକାମୀ ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ ବିଲରେ ଥିଲେ । ଏଙ୍କି … Read More

ଟଳିଲା ରେଳ ଦୁର୍ଘଟଣା, ମାଲବାହୀ ଟ୍ରେନ ଉପରେ ଖସିଲା କ୍ରେନ

ବାଲେଶ୍ୱର: ନୀଳଗିରି ଅନ୍ତର୍ଗତ ଗୋପୀନାଥପୁର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସ୍ଥାନୀୟ ଏକ ସ୍ଲିପର କାରଖାନାରେ କାମ ଚାଲିଥିବା ବେଳେ ଏକ କ୍ରେନ ହଠାତ ଭାରସାମ୍ୟ ହରାଇ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରେ ଖସି … Read More

କାଳବୈଶାଖୀ ତାଣ୍ଡବ: ଘର ଉପରେ ଗଛ ପଡି ମହିଳାଙ୍କ ମୃତ୍ୟୁ

ଅନୁଗୋଳ: କାଳବୈଶାଖୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠମଲ୍ଲିକ ଥାନା ଅଧୀନ ନାରାୟଣପୁର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏକ ଘର ଉପରେ ଗଛ ପଡିଯିବାରୁ … Read More

ଓଡ଼ିଶା ସମେତ ୪ ରାଜ୍ୟରେ ହେବ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ

ନୂଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ଭାରତ ପ୍ରୟାସ ଚଳାଇଛି। ଏଥିପାଇଁ ଓଡ଼ିଶା ସମେତ ଦେଶର ୪ ରାଜ୍ୟରେ ଗୁରୁତ୍ବପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ ସ୍ଥାପନ ହେବ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ … Read More