ITDA ଯନ୍ତ୍ରୀଙ୍କ ଘରୁ ୧ କିଲୋରୁ ଊର୍ଦ୍ଧ୍ବ ସୁନା ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ସୋମବାର ଦିନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ବ୍ୟାଙ୍କ ଲକରରୁ ଆହୁରି ୭୦୩ ଗ୍ରାମ ସୁନା ଏବଂ ୩୭୫ ଗ୍ରାମ ରୂପା ଠାବ କରିଛି। ରବିବାର ଦିନ ଆୟଠାରୁ ପ୍ରାୟ ୭୯୮% ଅଧିକ … Read More

ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଆରଆଇ

ସମ୍ବଲପୁର: ସାର୍ଟିଫିକେଟ ନାଁରେ ଲାଞ୍ଚ ମାଗୁଥିଲେ ସରକାରୀ ବାବୁ। ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ କରାଗଲା ନିଲମ୍ବନ। ସମ୍ୱଲପୁର ସଦର ତହସିଲରେ ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗିବା ଘଟଣାରେ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି। ତୁରନ୍ତ ତାଙ୍କୁ … Read More

ମିଶନ ଶକ୍ତି ମହିଳାଙ୍କୁ ମିଳିବ ଟେକ୍ନୋଲୋଜି ଟ୍ରେନିଂ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ । ଏନେଇ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ମିଶନ ଶକ୍ତି ମହିଳାଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର । ଏନେଇ … Read More

ପ୍ରେମିକାକୁ ଛୁରୀ ଭୁସି ହତ୍ୟା, ୨୭ ଦିନ ପରେ ଗଳିତ ମୃତଦେହ ଉଦ୍ଧାର

ଯୋଡା : ୨୭ ଦିନ ପରେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ।  ହତ୍ୟା କରିଥିଲା ପ୍ରେମିକ ।  କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଝାଡଗାଁ ସଂରକ୍ଷିତ ସିଦ୍ଧମଠ ଜଙ୍ଗଲରୁ ମୃତଦେହ ଜବତ ହୋଇଛି ।  ମୃତକ ହେଲେ ୨୧ ବର୍ଷୀୟା … Read More

ଟିଏମସି ନେତାଙ୍କ ପୋଖରୀରୁ ଅସ୍ତ୍ରଶସ୍ତ୍ର ଜବତ

କଲକାତା: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ସନ୍ଦେଶଖାଲି ଅଞ୍ଚଳରୁ ପୁଲିସ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ନେତାଙ୍କ ପୋଖରୀରୁ ଶନିବାର ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ପୁଲିସ ଓ ଏସ୍‌ଟିଏଫ … Read More

କୁଏତ, ବାହାରିନ୍‌ ଉପରେ ଇରାନର ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ

କୁଏତ ସିଟି: କୁଏତ ଓ ବାହାରିନ ଉପରେ ଶନିବାର ଇରାନ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଜରିଆରେ ଆକ୍ରମଣ କରିଛି। ଇରାନର ଆକ୍ରମଣକୁ ଦୃଷ୍ଟିରେ ରଖି କୁଏତ ଓ ବାହାରିନ୍‌ ସରକାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥିବା ଜଣାପଡ଼ିଛି। ଏ … Read More

ମହଙ୍ଗା ହେଲା ଏଲପିଜି, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମୂଲ୍ୟ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ ଶନିବାର ମଧ୍ୟରାତ୍ରରୁ ଦେଶବ୍ୟାପୀ ତତ୍କାଳ ଲାଗୁ କରାଯାଇଛି। ଗତ ୩ ମାସ ମଧ୍ୟରେ ଏହା ଘରୋଇ … Read More

NEET-UG ୨୦୨୬ ପରୀକ୍ଷା ପାଇଁ ସହର ସୂଚନା ଜାରି କଲା ଏନଟିଏ

ନୂଆଦିଲ୍ଲୀ : NEET-UG ପେପର ଲିକ୍ ହେବା ପରେ ପୁଣିଥରେ ପରୀକ୍ଷା କରାଯାଉଛି । ଜୁନ୍ ୨୧ ତାରିଖରେ ଆଉଥରେ ନିଟ୍ ପରୀକ୍ଷା କରାଯିବ । ଏଥିପାଇଁ ପରୀକ୍ଷା ପାଇଁ ସହର ସୂଚନା ଘୋଷଣା କରିଛି ଏନଟିଏ । ପରୀକ୍ଷାର୍ଥୀ ସହର ସୂଚନା … Read More

ଶାଢି ବଣ୍ଡଲ ତଳେ ଲୁଚିଥିଲେ ଟିଏମସି ନେତା, ଗିରଫ କଲା ପୋଲିସ

କୋଲକତା : ପଶ୍ଚିମବଙ୍ଗ ହାୱଡାରେ ଟିଏମସି ନେତାଙ୍କୁ ଗିରଫ କରିଛି ପୋଲିସ । ଗିରଫ କରିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ପୋଲିସକୁ ଚକମା ଦେବାକୁ ଟିଏମସି ନେତା ଏକ କପଡା ଦୋକାନର ଷ୍ଟୋରରୁମରେ ଶାଢି ବିଢା … Read More

ସଂପତ୍ତି ପାଇଁ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ହତ୍ୟା, ପଶ୍ଚିମବଙ୍ଗରୁ ୨ ଜଣଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀ ନ୍ୟୁ ଅଶୋକ ନଗର ଅଞ୍ଚଳରେ ଦିଲ୍ଲୀ ୟୁନିଭରସିଟିର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ହତ୍ୟା ମାମଲାରେ ପୋଲିସ ବଡ଼ ଖୁଲାସା କରିଛି । ଏହି ହତ୍ୟାକାଣ୍ଡ ସହିତ ଜଡିତ ଜଣେ ମହିଳା ଏବଂ ପୁରୁଷକୁ ପୋଲିସ ଗିରଫ କରିଛି … Read More