ଅସରାଏ ବର୍ଷାରେ ସିଲଭର୍ ସିଟି କଟକ ବେହାଲ, ଏସସିବି ପରିସରରେ ଆଣ୍ଠୁଏ ଉଚ୍ଚର ପାଣି
କଟକ: ବିଶ୍ୱ ସ୍ତରୀୟ ହେବାକୁ ଥିବା କଟକ ଏସସିବି ମେଡିକାଲର ବିକଳ ଚିତ୍ର । ପ୍ରବଳ ବର୍ଷା ଯୋଗୁଁ ଏସସିବି ମେଡିକାଲ ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ହନ୍ତସନ୍ତ ହେଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ଡ୍ରେନେଜ ଓ … Read More
