ଜୁଲାଇରେ ‘ଚନ୍ଦ୍ରଯାନ-୩’ ଓ ଅଗଷ୍ଟରେ ‘ଆଦିତ୍ୟ-ଏଲ୍୧’ ପଠାଯାଇପାରେ: ଏସ୍. ସୋମନାଥ
ନୂଆଦିଲ୍ଲୀ: ଜୁଲାଇ ମାସରେ ‘ଚନ୍ଦ୍ରଯାନ-୩’ ଓ ଅଗଷ୍ଟ ମାସରେ ‘ଆଦିତ୍ୟ-ଏଲ୍୧’ ପଠାଯାଇପାରେ ବୋଲି ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇସ୍ରୋ) ମୁଖ୍ୟ ଏସ୍. ସୋମନାଥ କହିଛନ୍ତି। ଆଜି ‘ଇଣ୍ଡିଆ ଟୁଡେ କନ୍କ୍ଲେଭ୍ ସାଉଥ୍ ୨୦୨୩’ରେ ମହାକାଶ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା … Read More