ଚାକିରି ନାରେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ଏହି ଦମ୍ପତି, ଶେଷରେ କାବୁ କଲା ପୋଲିସ୍
ରାଉରକେଲା : ରାଉରକେଲା କୋର୍ଟରେ ସବ ଇନ୍ସପେକ୍ଟର ଏବଂ କିରାଣୀ ଚାକିରି ସହ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଚାକିରି କରାଇ ଦେବାକୁ କହି ଭୁଆଁ ବୁଲାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଠକି ନିରୀହ ଲୋକଙ୍କୁ ଚୁନା ମାରୁଥିଲେ । … Read More
