ଶୀଘ୍ର ପିସିସି ସଭାପତିଙ୍କ ନାମ ଘୋଷଣା କରାଯାଉ : ସୋଫିଆ ଫିର୍ଦୋସ

କଟକ : ରାଜ୍ୟର ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସଭାପତି କିଏ ହେବ ତାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ରାଜ୍ୟର ପରବର୍ତ୍ତୀ ବିଜେପି ସଭାପତି କିଏ ହେବ ? ନିର୍ବାଚନ ପରଠାରୁ ଗତ ୭ ମାସ ହେଲା … Read More

୧୧ ଶହ ଟଙ୍କା ପାଇଁ ନିଜ ଭୋଟକୁ ବିକ୍ରି କରନାହିଁ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋରସୋରରେ ଚାଲିଛି । ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ତେବେ ନିଜର ଭୋଟ ବିକ୍ରି କରିବା ବଦଳରେ ବିକାଶ ପାଇଁ … Read More

୨୮ରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର: ଆସନ୍ତା ୨୮ରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ଏହି ବୈଠକ ବସିବ। ଏଥିରେ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି। … Read More

ଅବସର ପରେ ମେରାଇନ ପୁଲିସ ନିଯୁକ୍ତି

ଭୁବନେଶ୍ୱର: ତଟ ସୁରକ୍ଷା ଉପରେ ଓଡ଼ିଶା ପୁଲିସ ଗୁରୁତ୍ୱ ଦେବ ବୋଲି ମହାନିର୍ଦେଶକ ୱାଇ.ବି.ଖୁରାନିଆ ସୂଚନା ଦେଇଛନ୍ତି। ତଟ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ ହେବ। ଏହି ବୋର୍ଡରେ ଓଡ଼ିଶା ପୁଲିସ ଏବଂ କୋର୍ଡଗାର୍ଡର ଅଧିକାରୀ ରହିବେ। ଅବସରପ୍ରାପ୍ତ କୋଷ୍ଟଗାର୍ଡ … Read More

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁରର ନିର୍ମାତା ଓ କଳାକାର

ବାଘ ନାଚ ଉପରେ ଆଧାରିତ ତଥା ନାରୀ ସଶକ୍ତିକରଣ ଓ ଜଙ୍ଗଲ ବଞ୍ଚାଅ ଅଭିଯାନର ବାର୍ତ୍ତାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର “ରଙ୍ଗଶୁର”ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା, ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରତାପ ରାଉତ, କ୍ରିଏଟିଭ ହେଡ୍ … Read More

‘ନବୀନଙ୍କ ସ୍ବପ୍ନ ପୂରଣ କରିବେ ଯୁବ ପିଢି’

ଭୁବନେଶ୍ବର: ‘ଦଳକୁ ଯୁବ ପିଢି ହିଁ ଆଗେଇ ନେବେ, ନବୀନଙ୍କ ସ୍ବପ୍ନ ପୂରଣ ପାଇଁ ମଙ୍ଗ ଧରିବେ ଯୁବ ବିଜେଡି ନେତା ।’ ଆଜି ନିଜ ଘରେ ଯୁବ ବିଜେଡି ନେତାଙ୍କ ମେଳିକୁ ନେଇ କିଛି ଏପରି ମନ୍ତବ୍ୟ ରଖିଛନ୍ତି ବିଜେଡି … Read More

ୱାକଫ୍‌ ସଂଶୋଧନ ବିଲ୍‌କୁ ନେଇ ଜେପିସି ବୈଠକରେ ହଙ୍ଗାମା, ଓୱେସିଙ୍କ ସମେତ ୧୦ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ୱାକଫ୍‌ ସଂଶୋଧନ ବିଲ୍ ଉପରେ ଥିବା ଜେପିସି ବୈଠକରେ ହଙ୍ଗାମା। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ମାର୍ଶାଲମାନଙ୍କୁ ଡକାଯାଇଥିଲା କିନ୍ତୁ ବିରୋଧ ଥମିନଥିଲା। ଏଥିପାଇଁ ଅସବୁଦ୍ଦିନ ଓୱେସି ଏବଂ କଲ୍ୟାଣ ବାନାର୍ଜୀଙ୍କ ସମେତ ୧୦ ଜଣ ବିରୋଧୀ ସାଂସଦଙ୍କୁ ଜେପିସି ସଦସ୍ୟତାରୁ … Read More

ଟ୍ରେନ୍‌ରୁ ଖସିପଡ଼ି ଏମ୍‌ସିଏ ଛାତ୍ରୀଙ୍କ ମୃତ୍ୟୁ

ହରିଚନ୍ଦନପୁର: ଝିଅ ଭୁବନେଶ୍ବରରୁ ଘରକୁ ଆସୁଛି ବୋଲି ପରିବାର ଲୋକେ ବହୁତ ଖୁସିରେ ଥିଲେ। ଝିଅ ଆସିଲେ କ’ଣ ଖାଇବ କେଉଁଠିକୁ ବୁଲିଯିବ ସେଥି ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ତେବେ ଯେଉଁ ଝିଅର ପହଞ୍ଚିବାକୁ ପରିବାର ଲୋକେ ସକାଳ ଠାରୁ … Read More

ପୁଣି ରିମାଣ୍ଡରେ ଆସିବେ ହଂସିତା-ଅନୀଲ

ଭୁବନେଶ୍ଵର: ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ । ପୁଣିଥରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଉଭୟଙ୍କୁ ପୁଣି ରିମାଣ୍ଡରେ ଆଣିବ ପୋଲିସ । ଠକ … Read More

ସୈଫଙ୍କୁ ଛୁରାମାଡ ଘଟଣା: ଅଭିଯୁକ୍ତ ବାପା କହିଲେ-CCTV ଦେଖାଯାଉଥିବା ବ୍ୟକ୍ତି ମୋ ପୁଅ ନୁହଁ

ମୁମ୍ଵାଇ : ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ଼ ମୋଡ଼ ଆସିଛି। ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଏହା ଉପରେ ଆଲୋଚନା ହେଉଥିବାବେଳେ, ଅଭିଯୁକ୍ତ ଶହଜାଦର ବାପା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ପୋଲିସ ହେପାଜତରେ ଥିବା ଅଭିଯୁକ୍ତ … Read More