ବାହାର ପଟୁ କବାଟ ଦେଇ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୁଇଁପୁର ବାଲିସାହି ଗାଁରେ ସଶସ୍ତ୍ର ଡକାୟତି । ଗତକାଲି ବିଳମ୍ବିତ ରାତିରେ ନାରାୟଣ ସାହୁଙ୍କ ଘରେ ୫ରୁ ଊର୍ଦ୍ଧ୍ବ ଡକାୟତ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଘର ବାହାରପଟୁ କବାଟ ଦେଇ … Read More

ବଜେଟରେ ବଡ଼ ଘୋଷଣା, ଆୟକର ଛାଡ ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ଆୟକର ଛାଡ଼ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪ … Read More

ଠିକା ନିଯୁକ୍ତ ସରକାରୀ କର୍ମଚାରୀଙ୍କର କଟିବ ନାହିଁ ରାସନକାର୍ଡ

ଭୁବନେଶ୍ବର: ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କର କଟିବନି ରାସନ କାର୍ଡ। ଯେଉଁ କର୍ମଚାରୀଙ୍କର ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି, ସେମାନଙ୍କ ରାସନକାର୍ଡ କଟିବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଠିକା ସରକାରୀ … Read More

କଣାସ ହଇଜା ସ୍ଥିତିକୁ ନେଇ ନବୀନଙ୍କ ଉଦବେଗ

ଭୁବନେଶ୍ବର : କଣାସ ହଇଜା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ। ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ଅଣାୟତ୍ତ ହେଉଛି। ଝାଡ଼ାବାନ୍ତିରେ ଲୋକଙ୍କ ପ୍ରାଣହାନୀ ହେବା … Read More

ଦିଲ୍ଲୀରେ ବିଜେପି ସମର୍ଥନରେ ପ୍ରଚାର କରିବେ ଚନ୍ଦ୍ରବାବୁ ଓ ପବନ କଲ୍ୟାଣ

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ପ୍ରଚାରର ଶେଷ ସପ୍ତାହ ଆରମ୍ଭ ହୋଇଛି ଏବଂ ଦଳଗୁଡ଼ିକ ସେମାନଙ୍କର ପୂର୍ଣ୍ଣ ଶକ୍ତି ଖଟାଇଛନ୍ତି। ଏବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶନିବାର (ଫେବୃଆରୀ ୦୧, ୨୦୨୫) … Read More

ହଂସିତାଙ୍କ ଦ୍ବିତୀୟ ସ୍ବାମୀ ମନୋଜଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କଟକ: ହାଇପ୍ରୋଫାଇଲ ଠକ ଯୋଡ଼ି ହଂସିତା-ଅନୀଲ ମାମଲା । ତଥାକଥିତ ହଂସିତାଙ୍କ ଦ୍ବିତୀୟ ସ୍ବାମୀ ମନୋଜ ଆଚାର୍ଯ୍ୟଙ୍କ ଅଡ଼ୁଆ ବଢିଲା । ମନୋଜଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଜଣିକିଆ … Read More

ସୁନ୍ଦରଗଡରେ ଫୁଟିଲା ଗୁଳି, ଯୁବକ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡର ଲେଫ୍ରିପଡାରେ ଫୁଟିଲା ଗୁଳି । ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଦର୍ଲ୍ଲିପାଲି ନିକଟରେ ଏହି ଗୁଳିମାଡ ହୋଇଛି । ଯୁବକଙ୍କ ଛାତିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ । ତେବେ … Read More

ସୋନିଆଙ୍କ ମନ୍ତବ୍ୟର ଦୃଢ଼ ପ୍ରତିବାଦ ଜଣାଇଲା ରାଷ୍ଟ୍ରପତି ଭବନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ଅରୁଚିକର ମନ୍ତବ୍ୟର ଦୃଢ଼ ପ୍ରତିବାଦ ଜଣାଇଛି ରାଷ୍ଟ୍ରପତି ଭବନ। ସୋନିଆଙ୍କ ମନ୍ତବ୍ୟ ଅଗ୍ରହଣୀୟ। ଏହା ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାକୁ ଆଘାତ ଦେଇଛି ବୋଲି ରାଷ୍ଟ୍ରପତି ଭବନ ତରଫରୁ ଏକ ବିବୃତି ଜାରି … Read More

ପୂର୍ବତନ କୁଳପତିଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଝାରସୁଗୁଡ଼ା: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କ ହତ୍ୟା ମାମଲାରେ ଆସିଲା ଗୁରୁତ୍ବପୂର୍ଣ୍ଣ ରାୟ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରବୀଣ ଧୂରିଆଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଝାରସୁଗୁଡ଼ା ଏଡିଜେ କୋର୍ଟ । ସୂଚନାଯୋଗ୍ୟ, ୨୦୨୧ … Read More

ଦିଲ୍ଲୀ ନିର୍ବାଚନ ପୂର୍ବରୁ AAPକୁ ବଡ଼ ଝଟକା, ଗୋଟିଏ ଦିନରେ ୭ ବିଧାୟକ ଛାଡ଼ିଲେ ପାର୍ଟି

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟକା । ପାର୍ଟିର ୭ ଜଣ ବିଧାୟକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ତ୍ରିଲୋକପୁରୀ ବିଧାୟକ ରୋହିତ ମହରୌଲିଆ, ଜନକପୁରୀ ବିଧାୟକ … Read More