ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍, ନିର୍ଦ୍ଦେଶ ଦେଲେ ଡିଜିପି
Spread the loveଭୁବନେଶ୍ବର: ଡିଜିପିଙ୍କ ନିର୍ଦ୍ଦେଶ ସମସ୍ତ ଥାନାରେ ସକାଳ ୯ଟା ପୂର୍ବରୁ ଦୈନିକ “ବ୍ରିଫିଂ ପରେଡ୍” ବାଧ୍ୟତାମୂଳକ । ଏଣିକି ପ୍ରତିଦିନ ସକାଳ ୯ଟା ପୂର୍ବରୁ ସମସ୍ତ ଥାନାରେ ବ୍ରିଫିଂ ପରେଡ୍ ଅନୁଷ୍ଠିତ ହେବ । ଅପରାଧ ନିୟନ୍ତ୍ରଣ, ସାଧାରଣ ଲୋକଙ୍କ … Read More
