ଗ୍ବାଲିଅରରେ ସ୍କୁଲ ବସ୍ ଉପରକୁ ଆଖିବୁଜା ଗୁଳିମାଡ଼
Spread the loveଗ୍ବାଲିଅର : ମଧ୍ୟପ୍ରଦେଶ ଗ୍ବାଲିଅରରେ ପିଲାଙ୍କ ବସ୍ ଉପରକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଘଟଣା ସମୟରେ ସ୍କୁଲ ବସରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିଲେ । ସବୁଠାରୁ ଆଶ୍ବସ୍ତିକର କଥା ଯେ, କୌଣସି ପିଲାଙ୍କୁ ଆଘାତ ଲାଗିନାହିଁ । … Read More
