R&B ଡିଭିଜନ୍ -୧ରେ ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍ ମାମଲା; ଆଉ ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ R&B ଡିଭିଜନ୍-୧ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ୯.୨୪ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗ ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ତିନିଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ଟ୍ରେଜେରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। … Read More

ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ

ଭଦ୍ରକ: ଭଦ୍ରକ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ବିଭିନ୍ନ ଛାତ୍ର ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ଅଶାନ୍ତି ସୃଷ୍ଟି ହେବା ପରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି … Read More

ବାଇକକୁ ଧକ୍କା ଦେଲା ବସ୍, ଦୁଇ ବାଇକ୍ ଆରୋହୀ ମୃତ

ସାଲେପୁର: ବସ୍-ବାଇକ ମୁହାଁମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀ ମୃତ । କଟକ ଜିଲ୍ଲା ସାଲେପୁର ଥାନା ନନ୍ଦୋଳଗଡା ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ଜଣ ବ୍ୟକ୍ତି ବାଇକରେ ଯାଉଥିବାବେଳେ ନାନ୍ଦୋଳନଗଡ଼ାରେ ଧକ୍କା ଦେଇଥିଲା ବସ୍ । ଘଟଣାସ୍ଥଳରେ … Read More