ପୁରୁଷମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଅଣଦେଖା କରିବା ଉଚିତ୍ ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ: ଏକ ଛାଡପତ୍ର ମାମଲାର ଶୁଣାଣି କରିବା ସମୟରେ, କର୍ଣ୍ଣାଟକ ହାଇକୋର୍ଟର ଜଣେ ମହିଳା ବିଚାରପତି ଲିଙ୍ଗ ସମାନତା ଏବଂ ପୁରୁଷମାନଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ମହିଳା ବିଚାରପତି କହିଛନ୍ତି ଯେ ସମାଜରେ ପୁରୁଷମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ … Read More

ଟ୍ରମ୍ପଙ୍କ ଜନ୍ମ ଅଧିକାର ନାଗରିକତା ଆଇନକୁ ନେଇ ଆତଙ୍କିତ ଆମେରିକୀୟ: ସମୟ ପୂର୍ବରୁ ପ୍ରସବ ପାଇଁ ହସ୍ପିଟାଲରେ ଭିଡ଼

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଜନ୍ମ ଅଧିକାର ନାଗରିକତ୍ୱରେ ପରିବର୍ତ୍ତନ ଆଣିବାକୁ ସେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ଏହା ଅନ୍ତର୍ଗତ, ଆମେରିକାରେ … Read More

୩,୨୭୨ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ରଦ୍ଦ

ଦୀର୍ଘବର୍ଷ ଧରି ଯେଉଁ ପିଟିସନକୁ ବିଭାଗ ଗୁରୁତ୍ୱ ନଦେଇ ଡଷ୍ଟବିନକୁ ଫିଙ୍ଗି ଦେଉଥିଲା, ଏବେ ସେହି ପିଟିସନକୁ ଆଳ କରି ୩୨୭୨.୧୮ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡରକୁ ବାତିଲ କରିଛି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟ … Read More

ଭାରତ ସୀମାରେ ବଙ୍କର ତିଆରି କଲା ବାଂଲାଦେଶର ବର୍ଡର ଗାର୍ଡ୍ସ

ମାଲଦା: ବାଂଲାଦେଶର ଦୁଃସାହସ ଦିନକୁ ଦିନ ବଢିଚାଲିଛି। ପୂର୍ବରୁ ସୀମାରେ ଭାରତର ବାଡ଼ ନିର୍ମାଣ କାମରେ ପ୍ରତିବନ୍ଧକ ସୃଷ୍ଟି କରିବା ପରେ ବାଂଲାଦେଶର ସୀମା ସୁରକ୍ଷା ବାହିନୀ (ବର୍ଡର ଗାର୍ଡ୍ସ) ଏବେ ସୀମାରେ ବଙ୍କର ନିର୍ମାଣ କାମ ଆରମ୍ଭ କରିଛି । … Read More

ପ୍ରଚାର ପାଇଁ କେଜ୍ରିୱାଲ ପଞ୍ଜାବରୁ ଲୋକଙ୍କୁ ଡାକୁଛନ୍ତି: ମନୋଜ ତିୱାରୀ

ନୂଆଦିଲ୍ଲୀ: ଦେଶର ‘ମଧ୍ୟବିତ୍ତ ବର୍ଗ’ ସମ୍ପର୍କରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଦେଇଥିବା ବୟାନ ଉପରେ ବିଜେପି ସାଂସଦ ମନୋଜ ତିୱାରୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ବ ପ୍ରତିଶ୍ରୁତିରୁ ଲୋକଙ୍କ … Read More

ନବ ଦାସ ହତ୍ୟାକାଣ୍ଡ ମାମଲା, ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ମାମଲାରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି, ପୂର୍ବ ସରକାର ସମୟରେ ଭୟର … Read More

‘ନେତାଜୀଙ୍କ ଦୃଷ୍ଟିକୋଣକୁ ନେଇ ସମୃଦ୍ଧ ଦେଶ ନିର୍ମାଣ ଉଦ୍ଦେଶ୍ୟରେ ବଢ଼ିବାକୁ ହେବ’

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜ ମାତୃଭୂମି ପାଇଁ ଉଚ୍ଚ ପଦପଦବୀକୁ ତ୍ୟାଗ କରି ଜନ୍ମମାଟିର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଅଦମ୍ୟ ସାହସରେ ସାମରିକ ଉପାୟରେ ବ୍ରିଟିଶ ସାମ୍ରାଜ୍ୟକୁ ନଷ୍ଟ କରିବା ପାଇଁ ସେ ଜାପାନ ସମର୍ଥନରେ … Read More

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ୧୨ ରାଷ୍ଟ୍ରର ପୁଞ୍ଜିପତିଙ୍କ ସମେତ ୫ହଜାର ଶିଳ୍ପ ପ୍ରତିନିଧି

ଭୁବନେଶ୍ବର : ଚଳିତବର୍ଷ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା’ କନକ୍ଲେଭରେ ୫ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କନକ୍ଲେଭକୁ ଉଦଘାଟନ କରିବେ । ୧୨ଟି ରାଷ୍ଟ୍ରର ପୁଞ୍ଜିନିବେଶକଙ୍କ ସମେତ ଫର୍ଚ୍ୟୁନ୍ ତାଲିକାରେ ସାମିଲ … Read More

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ମ୍ୟାଚ୍‌ର ପ୍ରଥମ ଟିକେଟ ଜଗନ୍ନାଥଙ୍କୁ ପ୍ରଦାନ, ମୁଖ୍ୟମନ୍ତ୍ରୀ କିଣିଲେ ଟିକେଟ୍‌

ଭୁବନେଶ୍ୱର/କଟକ ୨୨।୦୧ : ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ । ଏଥିପାଇଁ ପ୍ରଥମ ଟିକେଟ୍‌ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ । ଓସିଏ ସଂପାଦକ ସଞ୍ଜୟ ବେହେରା ପୁରୀ … Read More

ଭବିଷ୍ୟତରେ ପଥଭ୍ରଷ୍ଟ ହେବେନି ଛାତ୍ର, ହାଇକୋର୍ଟ ଦେଲେ ଦୃଷ୍ଟାନ୍ତମୂଳକ ନିର୍ଦ୍ଦେଶ

କଟକ ୨୨/୦୧: ୫ ଜଣ କଲେଜ ଛାତ୍ର ଭବିଷ୍ୟତରେ କିପରି ପଥଭ୍ରଷ୍ଟ ନହେବେ । ସେଥିଲାଗି ଚେତାବନୀ ସ୍ୱରୂପ ଏକ ଦୃଷ୍ଟାନ୍ତମୂଳକ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। କଟକ ସହରର ଏକ କଲେଜରେ ପଢ଼ୁଥିବା ୫ ଜଣ ଯୁକ୍ତ ୩ ଶେଷ ବର୍ଷର … Read More