ଭରତପୁର ଥାନା ମାମଲା: ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ସେମାନେ ହେଲେ ସବ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଓ ସାଗରିକା ରଥ । ପଲିଗ୍ରାଫ ଟେଷ୍ଟ ପାଇଁ … Read More

ଥାନାରେ ମୋତେ ଗେଟ୍ ଆଉଟ୍‌ କହିଥିଲେ ଆଇଆଇସି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି l ସମ୍ମିଳନୀରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି l … Read More

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଜମି ଦୁର୍ନୀତି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ ଏକ ମାମଲା ରୁଜୁ କରିଛି। ଏଫାଇଆରରେ ସିଦ୍ଧରମୈୟାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇ ଥିବାବେଳେ ତାଙ୍କ … Read More

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ: ପୋଲିସକୁ ମାଡ଼, ୧୬୩ ଜାରି

ଭଦ୍ରକ: ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା । ପୋଲିସ୍‌ ଉପରକୁ ଉତ୍ତ୍ୟକ୍ତ ଲୋକମାନେ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୩ରୁ ଅଧିକ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ଏପରିକି ମାଜିଷ୍ଟ୍ରେଟ୍‌ଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି … Read More

ଶ୍ରୀମନ୍ଦିରରେ ଯାଞ୍ଚ ହେବ ‘ଅବଢା’ର ମାନ

ଭୁବନେଶ୍ବର: ତିରୁପତି ବାଲାଜୀ ମନ୍ଦିରରେ ଘଟଣାରେ ଏବେ ମହାପ୍ରଭୁଙ୍କ ଶ୍ରୀମନ୍ଦିରେ ମହାପ୍ରସାଦ ଅବଢା, ଶୁଖିଲା ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଇନ ମନ୍ତ୍ରୀ … Read More

ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କେନ୍ଦ୍ରୀୟ ବାୟୁ ଗୁଣବତ୍ତା ପରିଚାଳନା କମିଟି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି, କିନ୍ତୁ ଉତ୍ତର ରାଜ୍ୟଗୁଡିକରେ ନଡ଼ା ଜାଳିବା ଉପରେ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା କହି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ … Read More

ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ ।  ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ।  ବର୍ତ୍ତମାନ … Read More

ବାଂଲାଦେଶୀ ପର୍ଣ୍ଣ ଷ୍ଟାରଙ୍କୁ ବାନ୍ଧିଲା ମହାରାଷ୍ଟ୍ର ପୁଲିସ

ବେଆଇନ ଭାବେ ଭାରତରେ ରହୁଥିବା ଅଭିଯୋଗରେ ବାଂଲାଦେଶୀ ପର୍ଣ୍ଣ ଷ୍ଟାର ରିୟା ବର୍ଡେ ଓରଫ ଆରୋହୀ ବର୍ଡେ ଓରଫ ବନ୍ନା ଶେଖଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ। ମୁମ୍ବାଇଠାରୁ ପ୍ରାୟ ୫୦ କିମି ଦୂର ଉଲ୍ଲାସନଗରର ହିଲ୍ ଲାଇନ ଥାନା ପୁଲିସ ତାଙ୍କୁ ଗିରଫ … Read More

ସରକାର ଓ ଲୋକଙ୍କ ମଧ୍ୟରେ ଜିଲ୍ଲାପାଳ ସେତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାର ଓ ଲୋକଙ୍କ ମଧ୍ୟରେ ଜିଲ୍ଲାପାଳ ସେତୁ । ଯୋଜନାର ସଫଳ ରୂପାୟନ ହେଲେ ରାଜ୍ୟରେ ଦାରିଦ୍ର୍ୟ ହଟିବ । ସରକାରୀ ଯୋଜନାର ରୂପାୟନ ଜିଲ୍ଲାପାଳଙ୍କ ହାତରେ ରହିଛି । ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ଉଦଘାଟନ କରି … Read More

ଆସନ୍ତାମାସରୁ ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ

ଭୁବନେଶ୍ବର: ଏଣିକି ରାସନ ଖାତାରେ ମିଳିବ ଚାଉଳ ସାଙ୍ଗରେ ଗହମ । ଆସନ୍ତାମାସ ଠାରୁ ରାସନକାର୍ଡଧାରୀ ମାନେ ପାଇବେ ଗହମ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି ଜାରି ହୋଇଛି । ଅକ୍ଟୋବର ମାସରୁ ରାସନ … Read More