ଭରତପୁର ଥାନାର କଳା କାହାଣୀ ବଖାଣିଲେ ପୀଡ଼ିତା; କହିଲେ- ରାତିରେ ଅନ୍ତବସ୍ତ୍ର ଖୋଲି ଗୋଇଠା ମାରିଥିଲେ

ଭୁବନେଶ୍ବର :ଅଭଦ୍ରାମୀର ସବୁ ସୀମା ଲଙ୍ଘିଛି କମିଶନରେଟ୍‌ ପୁଲିସ୍‌ର ଭରତପୁର ଥାନା ପୁଲିସ୍‌। ବିଳମ୍ୱିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାତି ତମାମ ଅକଥନୀୟ ନିର୍ଯାତନା ଦେଇଛି। ଖାଲି ନିର୍ଯାତନା ଦେଇନି ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ … Read More

‘ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ’

ଭୁବନେଶ୍ବର : ‘ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ଖୁବ୍‌ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ ।’ ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା କରିଛନ୍ତି … Read More

ଶହେ ଦିନ ପୂର୍ତ୍ତି ଉତ୍ସବ : ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ । ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା । ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୁରିବା ଅବସରରେ ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ … Read More

କୁଲଡିହା ଗଜ ଶିକାର ଘଟଣାରେ ୫ ବନ କର୍ମଚାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଜଙ୍ଗଲରେ ୨ଟି ମୃତହାତୀର ଅଙ୍ଗ ଛେଦନ କରାଯାଇ ଏକ ପଥର ଗୁମ୍ଫାରେ ପୁରାଇ ଦିଆଯିବା ଘଟଣାରେ ବନବିଭାଗ ପକ୍ଷରୁ ଆଜି ୫ଜଣ ବନକର୍ମଚାରୀଙ୍କୁ ଗିରଫ କରାଯାଇଛି। ଯାହାକୁ ନେଇ ଖାକିରେ ଲାଗିଲା କଳଙ୍କ ବୋଲି … Read More

ଶଙ୍ଖଭଵନରେ ବୌଦ୍ଧ ବିଜେଡିର କର୍ମକର୍ତ୍ତା ସାଙ୍ଗଠନିକ ସମ୍ମିଳନୀ: କର୍ମୀଙ୍କ ସହିତ ୱାନ ଟୁ ୱାନ କଥାହେଲେ ନବୀନ, ସଂଗଠନ ମଜଭୁତ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ

ଭୁବନେଶ୍ବର :  ଆଜି ବୌଦ୍ଧ ଜିଲା ଅନ୍ତର୍ଗତ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଶଙ୍ଖଭଵନ ଠାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ସମନ୍ୱୟ କମିଟି ଅଧ୍ୟକ୍ଷ ତଥା … Read More

କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ

ଚେନ୍ନାଇ : କମାଲ କରିଛନ୍ତି ଭାରତର ସ୍ପିନିଂ ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା। ଏଥର ବୋଲିଂରେ ନୁହେଁ, ବ୍ୟାଟିଂରେ ଉଭୟ ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି। କେବଳ ଉଦ୍ଧାର କରି ନାହାନ୍ତି, ବରଂ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଭାରତକୁ … Read More

କାର୍ଯ୍ୟ ଚାପରୁ ଜୀବନ ଗଲା, ୨୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଲେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

ତ୍ରିଭେନ୍ଦ୍ରମ : କାର୍ଯ୍ୟ ଚାପ କେତେ ଭୟଙ୍କର ହୋଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳରେ। କାର୍ଯ୍ୟ ଚାପ ଯୋଗୁ ମାତ୍ର ୨୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଛନ୍ତି ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ। ସେ ହେଉଛନ୍ତି ସେବାଷ୍ଟିଆନ ପେରାୟିଲ। ପୁଣେସ୍ଥିତ … Read More

ଆମେରିକା କୋର୍ଟର ସମନ: ଭାରତ କହିଲା ଅନାବଶ୍ୟକ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଦାଏର କରିଥିବା ଦେୱାନୀ ମାମଲାରେ ଆମେରିକାର ଗୋଟିଏ କୋର୍ଟ ଭାରତକୁ ସମନ କରିଛନ୍ତି। ଏଥିରେ ପନ୍ନୁ ତା’କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଭାରତ ପକ୍ଷରୁ କରାଯାଇଥିବା ଅଭିଯୋଗ କରିଥିଲା। ତେବେ … Read More

ଖାଦ୍ୟ ସଙ୍କଟ; ୨୦୦ ହାତୀଙ୍କୁ ଦିଆଯିବ ବଳି

ହରାରେ :  ଆଫ୍ରିକୀୟ ଦେଶରେ ବର୍ତ୍ତମାନ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକଙ୍କ ଭୋକ ମେଣ୍ଟାଇବାକୁ ଖାଦ୍ୟ ନାହିଁ। ଏଭଳି ସଙ୍କଟ ସମୟରେ ସେଠାକାର ସରକାର ଲୋକଙ୍କ ଭୋକ ମେଣ୍ଟାଇବାକୁ ପଶୁଙ୍କ ବଳି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ନାମିବିୟା … Read More

ପାକିସ୍ତାନକୁ ନିଜ ଦେଶରେ ମିଳିଲା ଅପମାନ, ଜାତୀୟ ସଙ୍ଗୀତ ଗାନ ସମୟରେ ଠିଆ ହେଲେନି ଆଫଗାନ ରାଜନେତା

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜନେତାଙ୍କୁ କଡା ବିରୋଧ କରିଛି ପାକିସ୍ତାନ । ପାକିସ୍ତାନର ଜାତୀୟ ସଙ୍ଗୀତ ସମୟରେ ଠିଆ ହେବାକୁ ମନା କରିଦେଇଥିବା ଆଫଗାନ ରାଜନେତାଙ୍କ ଏଭଳି କାର୍ଯ୍ୟକୁ ପାକିସ୍ତାନ କଡା ସମାଲୋଚନା କରିଛି । ଆସନରୁ ଉଠିବା ବଦଳରେ ସେମାନେ … Read More