ବ୍ୟକ୍ତିଗତ ତଥ୍ୟ ବିକ୍ରି କରି ମାଲେମାଲ ହେଉଛନ୍ତି ଡିଜିଟାଲ ଲୁଟେରା

ନୂଆଦିଲ୍ଲୀ : ସୋଶାଲ ମିଡିଆ ଯୁଗରେ ଲୋକଙ୍କ ବ୍ୟକ୍ତିଗତ ଡାଟା ଏବେ ଏକ ବ୍ୟବସାୟ ପାଲଟିଗଲାଣି। ହ୍ୟାକରଙ୍କ ପାଇଁ ଏହା ମୂଲ୍ୟବାନ ଦ୍ରବ୍ୟ ସଦୃଶ। କାରଣ ସେମାନେ ଏହାକୁ ବିକ୍ରୟ କରି ଅର୍ଥ ରୋଜଗାରର ଆଉ ଏକ ମାଧ୍ୟମ ସୃଷ୍ଟି କରିଛନ୍ତି। … Read More

ୟେଚୁରୀଙ୍କ ଦେହାନ୍ତରେ ରାଜନେତାଙ୍କ ଶୋକ

ନୂଆଦିଲ୍ଲୀ : ସୀତାରାମ ୟେଚୁରୀଙ୍କ ଦେହାନ୍ତରେ ଦଳମତ ନିର୍ବିଶେଷରେ ଅନେକ ରାଜନେତା ଶୋକ ପ୍ରକାଶ କରିଛନ୍ତି। ୟେଚୁରୀଙ୍କ ଦେହାନ୍ତ ଜାତୀୟ ରାଜନୀତି ପାଇଁ ଗୋଟି ବିରାଟ ବଡ଼ କ୍ଷତି। ତାଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ରାଜନେତାମାନେ ମତ … Read More

ପ୍ରଧାନ ବିଚାରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜା: ମନମୋହନଙ୍କ ଇଫତାର ପାର୍ଟି ଫଟୋ ଜାରି କଲା ବିଜେପି

ନୂଆଦିଲ୍ଲୀ : ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ପରେ ଏହାକୁ ନେଇ ବିବାଦ ଦେଖାଇଛନ୍ତି। ଏହା ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ତେବେ ବିରୋଧୀ … Read More

ସୀତାରାମ ୟେଚୁରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ … Read More