କ୍ଷୟକ୍ଷତି ଆକଳନ କରାଯାଇ ଓଡ଼ିଶା ରିଲିଫ କୋଡ଼ ଅନୁସାରେ କ୍ଷତିପୂରଣ ଦିଆଯିବ: ମନ୍ତ୍ରୀ

ଭୁବନେଶ୍ୱର: ଶୂନ୍ୟକାଳରେ ମାଲକାନଗିରି ଏବଂ କୋରାପୁଟରେ ବଡ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ପ୍ରଶ୍ନ ଉଠାଇଲେ ପ୍ରତାପ ଦେବ ଏବଂଏହାର ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଥିଲେ, … Read More

୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ କଲ୍ୟାଣକାରୀ ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ୱର : ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ନେଇ ସମ୍ପୂର୍ଣ୍ଣ ବିବରଣୀ ଆସିଛି। ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟା ୫୫ରେ ଜନତାରେ … Read More

ଚାଲିଥିଲା ୧୦ ତାଲା ବିଲ୍ଡିଂର ସେଣ୍ଟ୍ରିଂ; ଭାଙ୍ଗିଗଲା କ୍ରେନ୍

ଭୁବନେଶ୍ବର : ସେଣ୍ଟ୍ରିଂ ବେଳେ ଭାଙ୍ଗିଗଲା କ୍ରେନ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ସେଠାରେ କାମ କରୁଥିବା ଶ୍ରମିକ। ଭୁବନେଶ୍ୱର ୟୁନିଟ୍-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ … Read More

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ୱ ଗାଁକୁ ବିଜୁଳି – କେଭି ସିଂଦେଓ

ଭୁବନେଶ୍ୱର: ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ.ଭି ସିଂଦେଓ। ସମସ୍ତ ଗାଁକୁ କେବେ ବିଜୁଳି … Read More

ରାଜ୍ୟରେ ନିର୍ମାଣ ହେବ ୨ଶହ ଗୋଶାଳା

ଭୁବନେଶ୍ୱର: ରାଜ୍ୟରେ ଗୋମାତାଙ୍କ ସୁରକ୍ଷା ପାଇଁ ସରକାର ନିର୍ମାଣ କରିବେ ଦୁଇ ଶହ ଗୋଶାଳା। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି। ଏହାସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅପିଲ୍‌‌ କରିଛନ୍ତି ମନ୍ତ୍ରୀ। … Read More

ଇଡି ସ୍କାନର୍‌ରେ ସନ୍ଦୀପ ଘୋଷଙ୍କ କୋଟି କୋଟି ଟଙ୍କାର ସଂପତ୍ତି

କୋଲକାତା: ଇଡି ସ୍କାନର୍‌ରେ କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କ ସଂପତ୍ତି। ତାଙ୍କର ୪ଟି ଫ୍ଲାଟ, ଦୁଇଟି ଘର, କୋଲକାତାର ଏକ ଫାର୍ମହାଉସ ଏବଂ ମୁର୍ସିଦାବାଦର ଅନ୍ୟ ଏକ ଫ୍ଲାଟ୍‌ ଉପରେ … Read More

ଥମୁନି ମଣିପୁର ହିଂସା: ସପ୍ତାହରେ ୧୧ ମୃତ, ୫ ଦିନ ଇଣ୍ଟରନେଟ ସେବା ବନ୍ଦ

ଇମ୍ଫାଲ : ମଣିପୁରରେ ପୁଣି ଜାତିଗତ ହିଂସାର ସୂତ୍ରପାତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ପାଞ୍ଚଦିନ ଅର୍ଥାତ୍‌ ଚଳିତମାସ ୧୫ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ଏହାବ୍ୟତୀତ ରାଜଧାନୀ ଇମ୍ଫାଲ ଓ ଏହାର ଆଖାପାଖ ଅଞ୍ଚଳରେ କର୍ଫ୍ୟୁ … Read More

ସେମିକନ୍‌‌ ଇଣ୍ଡିଆ-୨୦୨୪ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ସେମିକଣ୍ଡକ୍ଟର ହବ୍‌‌ ପାଲଟିବ ଭାରତ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିଜ ମହାକୁମ୍ଭ ଆରମ୍ଭ ହୋଇଛି। ଇଣ୍ଡିଆ ଏକ୍ସପୋ ମାର୍ଟରେ ଆୟୋଜିତ ତିନି ଦିନିଆ ସେମିକନ୍‌‌ ଇଣ୍ଡିଆ-୨୦୨୪କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ଯ୍ୟକ୍ରମ ଅବସରରେ ପୁଞ୍ଜିପତିମାନଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇଟି … Read More

ମଲାଇକାଙ୍କ ପିତାଙ୍କ ଆତ୍ମହତ୍ୟା, ଦୁଃଖ ସମୟରେ ପୂର୍ବତନ ପତ୍ନୀଙ୍କ ବାପଘରେ ପହଞ୍ଚିଲେ ଅରବାଜ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପିତୃ ବିୟୋଗ ଘଟିଛି। ସୂଚନା ମୁତାବକ, ଅଭିନେତ୍ରୀଙ୍କ ପିତା ଆତ୍ମହତ୍ୟା କରିଛନ୍ତି। ମଲାଇକାଙ୍କ ପିତା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ … Read More

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ବୁଧବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ପାକିସ୍ତାନ ଥିବା ବେଳେ ଇସଲାମାବାଦ ଓ ଲାହୌରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି। … Read More