ବାହ୍ୟ ଜଗତରୁ ମାଲକାନଗିରି ବିଛିନ୍ନ, ଭାଙ୍ଗିଲା ପିଲିଗାଡା ବ୍ରିଜ
ମାଲକାନଗିରି : ବାହ୍ୟ ଜଗତରୁ ମାଲକାନଗିରି ବିଛିନ୍ନ । ଭାଙ୍ଗିଲା ପିଲିଗାଡା ବ୍ରିଜ । ଆନ୍ଧ୍ର ,ତେଲେଙ୍ଗାନା ଏବଂ ଓଡିଶା ମଧ୍ୟରେ ଯୋଗାଯୋଗ ବିଛିନ୍ନ । ଦୁଇ ଦିନ ଧରି ଲାଗି ରହିଥିବା ବର୍ଷାରେ ଭାଙ୍ଗିଲା ପିଲିଗଡା ଠାରେ ଥିବା ବ୍ରିଜ । … Read More