ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର : ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ । ସାବତ ପୁଅକୁ ହତ୍ୟା ମାମଲାରେ ବାପାକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଏଡିଜେ-୨ କୋର୍ଟ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ୨୦୧୯ ମାର୍ଚ୍ଚରେ ଘଟିଥିଲା … Read More

ନୂଆ ସରକାରଙ୍କର ୨ ମାସରେ ବନ୍ଧା ହେଲେଣି ୩୯ ସରକାରୀ ବାବୁ

ଭୁବନେଶ୍ବର: ଶାସନକୁ ଆସିବା ପରେ ଆକ୍ସନ ମୋଡରେ ମୋହନ ସରକାର । କ୍ଷମତା ଗ୍ରହଣ କରିବାର ୨ ମାସ ଭିତରେ ଧରାପଡିଲେଣି ୩୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ … Read More

ବୁଲଡୋଜର ଆକ୍ସନ ବିରୋଧରେ ସୁପ୍ରିମକୋର୍ଟ, ଉଚ୍ଛେଦ ପାଇଁ ଜାରି ହେବ ଗାଇଡଲାଇନ

ବିଭିନ୍ନ ମାମଲାର ଅଭିଯୁକ୍ତଙ୍କ ଘର ଉପରେ ସରକାର ଚଢ଼ାଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ମତ ରଖିଛନ୍ତି ସୁପ୍ରିମକୋର୍ଟ। ଯଦି ଜଣେ ବ୍ୟକ୍ତି ଦୋଷୀ ବି ସାବ୍ୟସ୍ତ ହେଉଛନ୍ତି, ତଥାପି ତାଙ୍କ ଘର ଭଙ୍ଗା ଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅଭିଯୁକ୍ତଙ୍କ … Read More

ଓଡ଼ିଶାରେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭାବନା ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭାବନା ନାହିଁ ।  ଆଜି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲିଖିତ ଉତ୍ତରରୁ ଏହା ଜଣାପଡିଛି ।  ଆଜି ଗୃହରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ … Read More

ପୁଣି ଆସୁଛି ଲଘୁଚାପ, ୫ରୁ ବଢିବ ବର୍ଷା

ଭୁବନେଶ୍ୱର : ଲଘୁଚାପ ଆଣିବ ବଡ଼ ବର୍ଷା । ୫ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ପ୍ରଭାବରେ ୪ତାରିଖରୁ … Read More

ବନ୍ଦ ହେଲା ହୀରାକୁଦର ସବୁ ଗେଟ୍

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲାଥିବା ହୀରାକୁଦର ସମସ୍ତ ୬ଟି ଗେଟ୍ ବନ୍ଦ କରାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ୍ ରହିଛି । ତେବେ … Read More

ଏସ୍‌ଆଇ ପେପର ଲିକ୍‌ ମାମଲା; ପୁଅଝିଅଙ୍କ ସହ ବନ୍ଧା ହେଲେ ପୂର୍ବତନ RPSC ମେମ୍ବର

ରାଜସ୍ଥାନରେ ୨୦୨୧ ମସିହାରେ ସବ-ଇନ୍ସପେକ୍ଟର ପରୀକ୍ଷାରେ ହୋଇଥିବା ପେପର ଲିକ୍‌ ମାମଲାର ତଦନ୍ତ କରୁଥିବା ସଂସ୍ଥାକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ରାଜସ୍ଥାନ ଲୋକସେବା ଆୟୋଗ (RPSC)ର ପୂର୍ବ ସଦସ୍ୟଙ୍କୁ ବାନ୍ଧିଛି SOG( Special Operation Group) । ଗିରଫ … Read More

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଭୟ: ସାମ୍ପୁଲ ସଂଗ୍ରହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବଢ଼ିଲା ବାର୍ଡ ଫ୍ଲୁ ସନ୍ଦେହ । ୬ ବସ୍ତା ମଲା କୁକୁଡ଼ା ଦେଖି ଛାନିଆ ନରସିଂହପୁର ଅଞ୍ଚଳବାସୀ। କେନ୍ଦ୍ରାପଡ଼ା ଡେରାବିଶ ଥାନା ନରସିଂହପୁର ପଞ୍ଚାୟତର ରାସ୍ତାକଡ଼ରୁ ବସ୍ତା ବସ୍ତା ମଲା କୁକୁଡ଼ା ମିଳିବାରୁ ଏମିତି ସନ୍ଦେହ ବଢିଛି। … Read More

ଖଣି ଉପନିର୍ଦ୍ଦେଶକଙ୍କ ଅମାପ ସମ୍ପତ୍ତି, ନଗଦ ୧୦ ଲକ୍ଷ ଟଙ୍କା ସହ ୯ଟି ପ୍ଲଟ୍ ଠାବ

ତାଳଚେର : ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଅମାପ ସମ୍ପତ୍ତି । ଭୁବନେଶ୍ବରରେ ୨ଟି ବହୁତଳ କୋଠା , ୧ କୋଟି ୩୦ ଲକ୍ଷ ଟଙ୍କାର ୩ BHK ଫ୍ଲାଟ୍ ରହିଛି । ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ … Read More

ଝାରପଡ଼ା ଜେଲରେ ବନ୍ଦୀଙ୍କୁ ଆକ୍ରମଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏଡିଜି

ଭୁବନେଶ୍ୱର: ଝାରପଡ଼ା ଜେଲରେ ହାଇଦର ପୁଅ ମାଡ଼ରେ ବନ୍ଦୀର ମୁଣ୍ଡ ଫାଟିବା ଘଟଣା ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର । କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଝାରପଡ଼ା ଜେଲରେ … Read More