କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରଫ, ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ । ଆଜି ଭୋର ୩ଟା ପର୍ଯ୍ୟନ୍ତ ତାଙ୍କ ଘରେ ରେଡ୍ ଚାଲିଥିଲା । … Read More

ମିଳିଲା ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ, ୧୭ ମୃତ ଦେହ ଉଦ୍ଧାର

ମସ୍କୋ: ଋଷିଆର ସୁଦୂର ପୂର୍ବାଞ୍ଚଳରେ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ବିମାନରେ ଥିବା ୨୨ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲିକପ୍ଟରର ଭଗ୍ନାବଶେଷ ମଧ୍ୟ ଠାବ କରାଯାଇଛି ବୋଲି ରୁଷ୍ ଅଧିକାରୀମାନେ … Read More

ବାର୍ଡ ଫ୍ଲୁ ସନ୍ଦେହ : ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

କେନ୍ଦ୍ରାପଡ଼ା: ରାସ୍ତା କଡ଼ରୁ ମିଳିଲା ୪ ବସ୍ତା ମୃତ କୁକୁଡ଼ା । ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ପଡ଼ିଛି ୪ ବସ୍ତା ମୃତ କୁକୁଡା । ତେବେ କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ଏଯାଏଁ … Read More

ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ, ୭ ଶିକାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ତମଣ୍ଡୋ କାଶିପୁର ମୌଜା ବଳିଆପଡା ଗାଁ ଖେଳ ପଡିଆ ପାଖରୁ ଜବତ । ଘଟଣାରେ ୭ ଜଣ ଶିକାରୀ ଗିରଫ ହୋଇଛନ୍ତି । ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ … Read More

ବ୍ରାଜିଲରେ ବ୍ୟାନ୍‌ ହେଲା ‘X’

ବ୍ୟାନ୍‌ ହେଲା ମାଇକ୍ରୋବ୍ଲଗିଂ ସାଇଟ୍‌ ‘ଏକ୍ସ’ ବା ଟ୍ୱିଟର୍‌। ଶନିବାର ବ୍ରାଜିଲ ସରକାର ଏହା ଉପରେ ବ୍ୟାନ୍‌ ଲଗାଇଛନ୍ତି। ଫଳରେ ଏହା ବ୍ରାଜିଲରେ ଆଉ କାମ କରୁନି। ବର୍ତ୍ତମାନ ବ୍ରାଜିଲର ଉପଭୋକ୍ତାମାନେ ‘X’ର ସେବା ବ୍ୟବହାର କରିପାରିବେ ନାହିଁ। ଉଭୟ ମୋବାଇଲ୍ … Read More

ନକଲି ପୋଲିସ ଅଫିସର ଗିରଫ

ଭୁବନେଶ୍ବର: ନକଲି ପୋଲିସ କୁ ବାନ୍ଧିଲା ଅସଲି ପୋଲିସ । ପୋଲିସ ଡ୍ରେସ ପିନ୍ଧି ଫେସବୁକ ରେ ଯୁବତୀ ମାନଙ୍କୁ ଫସାଇ ପ୍ରେମ ବିବାହ କରୁଥିଲେ । ଏଭଳି ଜଣେ ନକଲି ପୋଲିସକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ … Read More

ନୀତୀଶ କୁମାରଙ୍କ ଜେଡିୟକୁ ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ ଯାଦବ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ୯ମ ସେଡ୍ୟୁଲରେ ସଂରକ୍ଷଣ ବ୍ୟବସ୍ଥା ସପକ୍ଷରେ ଯଦି ଜେଡିୟୁ ରହିଛି, ତା’ହେଲେ ଦଳର ନେତାମାନେ ଖୋଲାଖୋଲି ମତ ରଖନ୍ତୁ ବୋଲି ତେଜସ୍ୱୀ କହିଛନ୍ତି। ଏଥିସହ ସେ … Read More

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ

ସମ୍ବଲପୁର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତରେ ସେ ପ୍ରାଣତ୍ୟାଗ କରିଥିବା ଜଣାଯାଇଛି। ଅଶ୍ବିନୀ ଗୁରୁ ୧୯୮୦ରୁ ୧୯୮୫ ଯାଏ ସମ୍ବଲପୁରର … Read More

ଶିବାଜୀ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା: ବିରୋଧୀଙ୍କ ‘ଚପଲରେ ପିଟ’ ଅଭିଯାନ

ଶିବାଜୀ ମହାରାଜଙ୍କ ବିଶାଳ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ରାଜନୀତି ଜୋରଧରିଛି। ଆଜି ଏହାର ପ୍ରତିବାଦରେ କ୍ଷମତାସୀନ ଏକନାଥ ସିନ୍ଦେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ବିରୋଧୀ। ଆଜି ମୁମ୍ବାଇରେ ମହା ବିକାଶ ଅଘାଡ଼ି(ଏମଭିଏ) ପକ୍ଷରୁ ଆୟୋଜନ କରାଯାଇଛି ବିଶାଳ ବିକ୍ଷୋଭ ଶୋଭଯାତ୍ରା। … Read More

ତେଜିଲା ରେଭେନ୍ସା ରାଜନୀତି: ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଲା ବିଜେପି

ଭୁବନେଶ୍ଵର: ତେଜିବାରେ ଲାଗିଲାଣି ରେଭେନ୍ସା ରାଜନୀତି । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ରାଜନୀତି ଜୋର ଧରିବାରେ ଲାଗିଛି । ଶାସକ-ବିରୋଧି ଟଣାଟଣି ହେବାରେ ଲାଗିଲେଣି । ସେପଟେ ରେଭେନ୍ସା ପ୍ରସଙ୍ଗରେ ବିଜେଡିକୁ … Read More