ପୁରୀ ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ୨ ମୃତ, ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ଭୁବନେଶ୍ବର/ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ନିତି ଚାଲୁଥିବା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଥି ସହିତ ବାଣ … Read More

ରାଉରକେଲାରେ ୧୩ ମୃତ୍ୟୁ ଘଟଣା: ବିଶେଷଜ୍ଞ ଡାକ୍ତର କହିଲେ- ଅଂଶୁଘାତ ଜନିତ ମୃତ୍ୟୁ ହୋଇ ଥାଇପାରେ

ଭୁବନେଶ୍ବର: ରାଉରକେଲା ସରକାରୀ ଡାକ୍ତରଖାନାରେ ୧୩ ଜଣ ଲୋକଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ମୃତ୍ୟୁର କାରଣ ଜାଣିବାକୁ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛି। ଏପରି ସ୍ଥିତିରେ ଅସ୍ବାଭାବିକ ମୃତ୍ୟୁର ସମ୍ଭାବ୍ୟ କାରଣ ନେଇ ବିଶେଷଜ୍ଞ ଡାକ୍ତର … Read More

ପଶ୍ଚିମ ଓଡ଼ିଶାରେ ଅଗ୍ନି ବର୍ଷା: ଟିଟିଲାଗଡ଼ରେ ପାରଦ ୪୬.୫ ଡିଗ୍ରି ରେକର୍ଡ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ଶୁକ୍ରବାର ଅଗ୍ନି ବର୍ଷା ହୋଇଛି। ସର୍ବୋଚ୍ଚ ତାପମାତ୍ରା ପାଇଁ ଅତୀତରେ ରେକର୍ଡ କରିଥିବା ଟିଟିଲାଗଡ଼ରେ ପାରଦ ଆଜି ୪୬.୫ ଡିଗ୍ରିକୁ ଉଠିଛି। ବଲାଙ୍ଗୀରବାସୀଙ୍କୁ ମଧ୍ୟ ଆଜି ପ୍ରବଳ ଖରାରେ ସିଝିବାକୁ ପଡ଼ିଛି। ଏଠାରେ ତାପମାତ୍ରା ୪୬.୫ ଡିଗ୍ରି … Read More

ପ୍ରବଳ ଉତ୍ତାପ ହେତୁ ଗଲାଣି ୫୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତରେ ପ୍ରବଳ ଉତ୍ତାପ ପରିସ୍ଥିତି ଅବ୍ୟାହତ ରହିଥିବାରୁ ଏବେ ସୁଦ୍ଧା ଦେଶରେ ଅତି କମରେ ୫୪ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଏବେ ଦିଲ୍ଲୀ ସମେତ ଭାରତର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି … Read More

ପଞ୍ଜାବରେ ରାଘବ ମୁଖ୍ୟମନ୍ତ୍ରୀ ହେବା ବିଜେପି ଦ୍ବାରା ପ୍ରଚାରିତ ଗୁଜବ – କେଜ୍ରିୱାଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ସରକାରଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାସ୍ତବରେ, ରାଜନୈତିକ ମହଲରେ ଏକ ଗୁଜବ ପ୍ରଚାରିତ ହେଉଥିଲା ଯେ, … Read More

ଭଗବାନ ଜାଣନ୍ତି ସେମାନେ ମୋ‌ତେ ଜେଲରେ ରଖି କ’ଣ ହାସଲ କରିବା ପାଇଁ ଚାହୁଁଛନ୍ତି !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆତ୍ମସମର୍ପଣ କରିବା ପୂର୍ବରୁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଯେଉଁଠାରେ ବି ରୁହେଁ। ଜେଲ ବାହାରେ ରୁହେ କି ଭିତରେ କିଛି ଫରକ ପଡ଼ିବ ନାହିଁ। ଦିଲ୍ଲୀର … Read More

ଜର୍ମାନୀ: ଲୋକଙ୍କୁ ଆଖିବୁଜା ଛୁରାମାଡ଼, ଦୁର୍ବୃତ୍ତକୁ ଗୁଳି କଲା ପୁଲିସ୍

ମେନହେମ : ଜର୍ମାନୀର ମେନହେମ୍ ସହରରେ ଜଣେ ଦୁର୍ବୃତ୍ତ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନଙ୍କୁ ଆଖିମୁଜା ଛୁରାମାଡ କରିଛି । ଏହା ଫଳରେ କିଛି ଲୋକ ଆହତ ହୋଇଛନ୍ତି । ଏ ସଂପର୍କରେ ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ … Read More

ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧି ମୋ ପସନ୍ଦ: ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ଯଦି ସାଧାରଣ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇ ପାରିବ, ତା’ହେଲେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏଥିସହ ଖଡଗେ କଂଗ୍ରେସ ଅଧ୍ୟକ୍ଷ ହିସାବସରେ ପ୍ରିୟଙ୍କା ଗାନ୍ଧି ଭଦ୍ରା … Read More

ନାଗପୁରରେ ପାରଦ ୫୬ ଡିଗ୍ରୀ !

ନୂଆଦିଲ୍ଲୀ : ଅସହ୍ୟ ଖରା। ଜଳି ଯାଉଛି ଶରୀର। ଆକାଶରୁ ବର୍ଷା ହେଉଛି ନିଆଁ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ କଳବଲ ହେଉଛନ୍ତି ଲୋକ। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର ନାଗପୁରରେ ପାରଦ ସିଧା ୫୬ ଡିଗ୍ରୀ ଛୁଇଁଛି। ପୂର୍ବରୁ … Read More

ରାତିରେ ଗାଡ଼ି ଅଟକାଇ ପାରିବନି ପୁଲିସ୍‌, ଚାଲାଣ ବି କାଟି ପାରିବନି

ନୂଆଦିଲ୍ଲୀ : ଏବେ ଚାରିଆଡ଼େ ରାତି ସମୟରେ ବ୍ଲକିଂ ଓ ଚେକିଂ କରାଯାଉଛି। ତେବେ ଗାଡ଼ି ଚେକିଂ ସମୟରେ ପୁଲିସ୍‌ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଗୁରୁଗ୍ରାମ ଡିସିପି(ଟ୍ରାଫିକ) ବଡ଼ ନିର୍ଦ୍ଦେଶ … Read More