ଲାଇନରେ ଛିଡା ହୋଇ ଭୋଟ ଦେଲେ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ

ରାଉରକେଲା :ସୁନ୍ଦରଗଡ ଜିଲ୍ଲା ବଣାଇଁ ନିର୍ବାଚନ ମଣ୍ଡଳୀର ଲହୁଣୀପଡ଼ା ବ୍ଲକ କଲେଇପୋଷ ପଞ୍ଚାୟତ କେନ୍ଦୁଡିହ ଗ୍ରାମରେ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ନି ପରିବାର ସଦସ୍ୟଙ୍କ ସହିତ ମତଦାନ କରିଛନ୍ତି। ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ପରିବାର ସହ ଆଦିବାସୀ … Read More

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର : ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ ଦଶଟାରେ ଏ ଭିଡ଼ ଦେଖି ମୁଁ ଅଭିଭୂତ ହୋଇଥିଲେ। ଏହାସହିତ ସେ କହିଥିଲେ, … Read More

ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର : ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି, ମଧ୍ୟବିତ୍ତ ହେଉଛନ୍ତି ସମାଜର ମେରୁଦଣ୍ଡ। ତେଣୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ … Read More

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଥିଲେ। ତେବେ … Read More

ସର୍ବ ସମ୍ମୁଖରେ ଅଟୋ ଚାଳକଙ୍କୁ ଛୁରୀ ଭୁଷି ହତ୍ୟା

ବରଗଡ଼ : ମତଦାନ କେନ୍ଦ୍ରକୁ ଭୋଟରଙ୍କୁ ଧରି ଅଟୋରେ ଯାଉଥିଲେ। ହେଲେ ବିଚ୍‌ ରାସ୍ତାରେ ତାଙ୍କୁ ଅଟକାଇ ଛୁରୀ ଭୁଷି ହତ୍ୟା କଲେ ନିଶାସକ୍ତ ଯୁବକ। ଆଜି ଏପରି ବୀଭତ୍ସ ହତ୍ୟାକାଣ୍ଡ ବରଗଡ଼ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ … Read More

ଭଞ୍ଜନଗରରେ ନିର୍ବାଚନୀ ହିଂସା: ବୁଥ୍ ରିଗିଂ ଅଭିଯୋଗ

ଭଞ୍ଜନଗର:ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ୍‌ରେ ନିର୍ବାଚନୀ ହିଂସା ଘଟିଛି। ବୁଥ୍‌ରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେଡ଼ିକର୍ମୀମାନେ ବୁଥ୍ ରିଗିଂ … Read More

ପଲ୍‌ସରକୁ ପିଟି ଦେଲା ହାଇୱା: ବାପା, ମା’, ପୁଅ ଓ ଝିଅ ମୃତ

ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ଜୀବନ। ପ୍ରାଣ ହରାଇଲେ ବାପା, ମା’, ପୁଅ ଓ ଝିଅ। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ପିଙ୍ଗୁଆ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ଖଙ୍କିରା ଗାଁର। … Read More

ଏମସିଏଲ ବିସ୍ଥାପିତ ୫ ଗାଁରେ ଭୋଟ୍ ବର୍ଜନ

ସୁନ୍ଦରଗଡ଼: ପୂର୍ବ ନିଷ୍ପତ୍ତି ଅନୁସାରେ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ କୋଇଲା ଖଣି ବିସ୍ଥାପିତ ୫ଟି ଗାଁ ଝୁପୁରୁଙ୍ଗା, କିରିପସିରା ଓ ତୁମୁଲିଆର ଭୋଟର ଭୋଟ୍ ବର୍ଜନ କରିଛନ୍ତି। ମତ ଗ୍ରହଣ ପାଇଁ ବୁଥ୍‌ରେ ପୋଲିଂ କର୍ମଚାରୀ ପ୍ରସ୍ତୁତ ହୋଇ ଅପେକ୍ଷା … Read More

ପାଣି ପାଇଁ ରାସ୍ତା ଉପରେ ବସିଲେ ଗ୍ରାମବାସୀ

କରଞ୍ଜିଆ : ପିଇବା ପାଣି ପାଇଁ ଡହଳ ବିକଳ ଲୋକେ। ବାରମ୍ବାର ଅଭିଯୋଗ କରିବା ପରେ ପ୍ରଶାସନ ନଶୁଣିବାରୁ ରାସ୍ତା ଅବରୋଧ କଲେ ଗାଁର ଶତାଧିକ ମହିଳା ଓ ପୁରୁଷ । ମୟୂରଭଞ୍ଜ ଜିଲ୍ଳା କରଞ୍ଜିଆ ଥାନା ଅନ୍ତର୍ଗତ କେଉଁଝରା ଗାଁରେ … Read More

କଟକ ନିର୍ବାଚନୀ ସଭା ମଞ୍ଚରେ ତିନି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କଟକ: କଟକ ନିର୍ବାଚନୀ ସଭା ମଞ୍ଚରେ ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବର୍ଦ୍ଧିତ କରିଛନ୍ତି। ଏହି ତିନି ପ୍ରତିଭା ହେଲେ ବରିଷ୍ଠା ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ, ବିଶିଷ୍ଟ ଘୋଡ଼ା ନାଚ ଗୁରୁ ଉତ୍ସବ ଦାସ ଓ ଓଡ଼ିଶାରୁ … Read More