ଇଣ୍ଡିଆ ମେଣ୍ଟ ଜନସଭାରେ ଦଳାଚକଟା; ଭାଷଣ ନଦେଇ ଫେରିଆସିଲେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ
ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବଙ୍କ ନିର୍ବାଚନ ରାଲି ଅଧାରେ ଅଟକି ଯାଇଛି। ଏହି ଦୁଇ ନେତା ମଞ୍ଚ ଉପରେ ପହଞ୍ଚି ସାରିଥିଲେ ବି ଭାଷଣ ଦେଇନପାରି ଫେରି ଆସିଛନ୍ତି। ଆଜି ଫୁଲପୁର ଅଞ୍ଚଳରେ ଇଣ୍ଡିଆ ମେଣ୍ଟର ନିର୍ବାଚନ ରାଲି ଥିଲା। … Read More