ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର: ବିଜେପି ଫୋକସରେ ଓଡିଶା । ନିର୍ବାଚନ ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ହେଭିଓ୍ବେଟ ନେତା । ଓଡିଶାରେ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବେ କେନ୍ଦ୍ରୀୟ ନେତା । ଏହାରି ଭିତରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ … Read More

ପୁଣି ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ୧୫ରେ ଅମିତ ଶାହ ଓ ୧୭ରେ ଜେ ପି ନଡ୍ଡା

ଭୁବନେଶ୍ବର: ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ପୁରୀ, କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। … Read More

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଏୟାର ଆମ୍ବୁଲାନ୍ସ ନିୟୋଜିତ

ଭୁବନେଶ୍ୱର: ନିର୍ବାଚନ ପରିଚାଳନାରେ ରହିଥିବା କର୍ମଚାରୀ ଓ ମତଦାତାଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟ ଜିଲ୍ଲାରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ଏୟାର ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଏହା ମଇ ୧୨ରୁ ମଇ ୨୦ ତାରିଖ ପର୍ଯ୍ୟନ୍ତ ନିୟୋଜିତ … Read More

ରାହୁଲଙ୍କୁ ଟାର୍ଗେଟ୍‌ କଲେ ସ୍ମୃତି ଇରାନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ପାଇଁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହାକୁ ନେଇ ଏବେ ବିଜେପି ତାଙ୍କୁ ଟାର୍ଗେଟ୍‌ କରିଛି। ଅମେଠି ଲୋକସଭା ଅସନରୁ ନିର୍ବାଚନ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିଥିବା ରାହୁଲ … Read More

ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି, ୫ ପୋଲିଂ ପାର୍ଟିକୁ ଏୟାରଲିଫ୍ଟ

ନୂଆପଡ଼ା : ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଥିବା ୭ଟି ବୁଥ ପାଇଁ ପୋଲିଂ ପାର୍ଟିକୁ ଏୟାରଲିଫ୍ଟ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୋଲିଂ ପାର୍ଟିକୁ ଏୟାରଲିଫ୍ଟ କରାଯାଇଛି l ଆଜି ଗୋତମା ଏୟାରଷ୍ଟ୍ରିପରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର … Read More

ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ପ୍ରେସମିଟ୍‌, ୧୭ ହଜାର ପୋଲିସ୍ ମୁତୟନ

ଭୁବନେଶ୍ବର: ଆସନ୍ତାକାଲି ଭୋଟ ଦେବ ଓଡିଶା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ସୁରକ୍ଷା ସୂଚନା ଦେଲେ ପୋଲିସ୍ ଡିଜିପି । ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ଯେପରି ଶୃଙ୍ଖଳିତ ଭାବେ ଭୋଟ ଗ୍ରହଣ ପାଇଁ … Read More

ଯାଞ୍ଚ ହେଲା ଖଡ଼ଗେଙ୍କ ହେଲିକପ୍ଟର, ବର୍ଷିଲା କଂଗ୍ରେସ

ଯାଞ୍ଚ ହେଲା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ହେଲିକପ୍ଟର। ବିହାରର ସମସ୍ତିପୁର ଓ ମୁଜଫରପୁରରେ ଲୋକସଭା ନିର୍ବାଚନ ପାଇଁ ରାଲି କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଏନେଇ ରବିବାର କଂଗ୍ରେସ ଅଭିଯୋଗ ଆଣିଛି। ବିଜେପି ଉପରେ ଦୋଷ … Read More

ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଏମ.ଏସ୍ ଭିପୁଲ୍ ଲିମିଟେଡର ସମ୍ପତ୍ତି ସଂଲଗ୍ନ କର

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ରିଏଲ୍ ଇଷ୍ଟେଟ୍ ଫାର୍ମର ସମ୍ପତ୍ତି ସଂଲଗ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ  । ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ଆବେଦନକୁ ଗ୍ରହଣ କରିବା ପରେ ରାଜ୍ୟ ସରକାରଙ୍କୁ ଏଭଳି କିଛି ନୋଟିସ୍ ଜାରି କରିଛନ୍ତି … Read More

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳ ବୈଶାଖୀର ପ୍ରଭାବ । ବିଭିନ୍ନ ସ୍ଥାନରେ ବର୍ଷା ଫଳରେ କମିଛି ତାପମାତ୍ରା । ତାତିରୁ ମିଳିଛି ଆଶ୍ବସ୍ତି । ଆସନ୍ତା ୩ରୁ ୪ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । … Read More

ପୋଲିସ ପାଟ୍ରୋଲିଂ ବେଳେ ୧୭ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ

ବାରିପଦା: ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଥିବା ବେଳେ ରାଜ୍ୟରେ ଚାଲିଛି ବେଆଇନ କାରବାର। ରାଜ୍ୟରେ ଯୁଗ୍ମ ନିର୍ବାଚନ ପୂର୍ବରୁ ବେଆଇନ କାର୍ଯ୍ୟକଳାପ ଉପରେ ଚାଲିଥିବା କଟକଣା ସମୟରେ ବାରିପଦାଠାରେ ଧରାପଡିଛନ୍ତି ଡ୍ରଗ୍ସ ବେପାରୀ। ଉକ୍ତ ଘଟଣାରେ … Read More