ଖଡଗେଙ୍କ ଭୋଟିଂ ହାର ବିସଙ୍ଗତି ଅଭିଯୋଗକୁ ଖଣ୍ଡନ କଲେ ଇସିଆଇ
ଦେଶରେ ବର୍ତ୍ତମାନ ନିର୍ବାଚନ ପର୍ବ ଚାଲିଛି। ଦେଶର ପରବର୍ତ୍ତୀ ସରକାର ଗଠନ ପାଇଁ ଲୋକମାନେ ୩ଟି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରି ସାରିଛନ୍ତି। କିନ୍ତୁ ଭୋଟିଂ ହାରରେ ବିସଙ୍ଗତି ଦେଖାଯାଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଭୋଟିଂ ଶେଷ … Read More