ବିଜେଡ଼ିର ୧୦୭ ବିଧାୟକଙ୍କ ମଧ୍ୟରୁ ମାତ୍ର ୨୫ଜଣଙ୍କ ଟିକେଟ କଟିଛି, ତଥାପି ସବୁଆଡେ ଅସନ୍ତୋଷ
ଭୁବନେଶ୍ବର : ଯେଉଁ ଗୋଷ୍ଠୀକନ୍ଦଳର ଆଶଙ୍କାରେ ବିଜେଡି ନିଜର ଟିକେଟ୍ କସରତ କରି ପୁରୁଣା ନେତାମାନଙ୍କୁ ତୁଷ୍ଟୀକରଣ କଲା, ଏବେ ସେହି ଫର୍ମୂଲା ଦଳ ପାଇଁ ବୁମେରାଂ ହେବାରେ ଲାଗିଛି । ତୃଣମୂଳସ୍ତରରେ ସରକାରବିରୋଧୀ ହାୱା, ଦଳୀୟ ସଂଗଠନରେ ତୀବ୍ର କନ୍ଦଳ … Read More