ପୁରୀ ବାଣ ବିସ୍ଫୋରଣ ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ଏହି ଘଟଣାରୋ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ପୁରୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି କିଛି ଲୋକଙ୍କ ମୃତ୍ୟୁ … Read More

ବିଜେଡି ପୁଣି ସରକାର ଗଢିବ, ଲୋକସଭାରେ ଭଲ ପ୍ରଦର୍ଶନ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଫଳାଫଳକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି। ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ। ଓଡ଼ିଶାରେ ପୁଣିଥରେ ବିଜେଡି ଦୃଢ ସରକାର ଗଢ଼ିବ। ଲୋକସଭା … Read More

ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନରେ ୪୬୦ ଜଣ ପ୍ରାର୍ଥୀ; ଭୋଟ୍‌ ଦେବେ ୯୯ଲକ୍ଷ ୬୧ହଜାର ମତଦାତା

ଭୁବନେଶ୍ବର: ଦେଶରେ ସପ୍ତମ ଓ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନରେ ୪୨ଟି ବିଧାନସଭା … Read More

ସାଧାରଣ ନିର୍ବାଚନ: ଓଡ଼ିଶାରେ ଉଡ଼ିଲା ଟଙ୍କା, ଭାସିଲା ମ‌ଦ

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନ ଓଡ଼ିଶାରେ ନୂଆ ରେକର୍ଡ କରିଛି। ରାଜ୍ୟରେ ଟଙ୍କା ଉଡୁଛି ଓ ମଦ ଭାସୁଛି। ଯାହା ୨୦୧୪ ଏବଂ ୨୦୧୯ ନିର୍ବାଚନର ସବୁ ରେକର୍ଡ ଭାଙ୍ଗିଛି। ଏନଫୋର୍ସ ମେଂଟ ଟିମ ଦ୍ୱାରା ନର୍ବାଚନ ସମୟରେ ଟଙ୍କା, ମଦ, … Read More

ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଳାଛାଟ ଛକରେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ହେଲେ ବିନିକା ରହେଲା ଗ୍ରାମର ଗଣେଶ ଦାସ। ସୂଚନା ଅନୁସାରେ ଗଣେଶ … Read More

ସିବିଆଇ ମାମଲାରେ ଜୁଲାଇ ୬ ଯାଏ ଜେଲ ଗଲେ ସିସୋଦିଆ

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ସିବିଆଇ ଏହି ଘଟଣାରେ ରୁଜୁ କରିଥିବା ମାମଲାରେ ସିସୋଦିଆଙ୍କୁ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜୁଲାଇ ୬ ଯାଏ ଜେଲ … Read More

୬ ମାସ ପୂର୍ବରୁ ବ୍ରିଟିଶ ପାର୍ଲିଆମେଣ୍ଟ ଭଙ୍ଗ କଲେ ଋଷି ସୁନକ୍, ଜୁଲାଇ ୪ରେ ନିର୍ବାଚନ

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ବ୍ରିଟିଶ ସଂସଦକୁ ଭଙ୍ଗ କରିଛନ୍ତି। ବ୍ରିଟେନର ବର୍ତ୍ତମାନର କନଜର୍ଭେଟିଭ୍ ପାର୍ଟି ସରକାରଙ୍କ କାର୍ଯ୍ୟକାଳ ଡିସେମ୍ବରରେ ଶେଷ ହେବାକୁ ଯାଉଥିଲା, କିନ୍ତୁ ୬ ମାସ ପୂର୍ବରୁ ସେ ସଂସଦ ଭଙ୍ଗ କରିଦେଇଛନ୍ତି । ବ୍ରିଟେନ ନିୟମ … Read More

ପିଓକେ ଆମର ଥିଲା, ଅଛି ଓ ରହିବ, ଭାରତୀୟ ବୈଦେଶିକ ମନ୍ତ୍ରାଳୟର ବଡ଼ ବୟାନ

ନୂଆଦିଲ୍ଲୀ: ପାକ୍ ଅଧିକୃତ କଶ୍ମୀର (ପିଓକେ) ଏବଂ ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ବିବୃତି ଦେଇଛନ୍ତି। ପିଓକେ କୁ ନେଇ ଆମେ ଆମର ଆଭିମୁଖ୍ୟ ବଜାୟ ରଖିଛୁ। ସମଗ୍ର ଜମ୍ମୁ-କଶ୍ମୀର … Read More

ବ୍ୟାଙ୍କରେ ପଡ଼ିଛି ୭୮,୨୧୩ କୋଟି ଟଙ୍କା, କେହି ନାହାନ୍ତି ଦାବିଦାର

ନୂଆଦିଲ୍ଲୀ : ବିଭିନ୍ନ ବ୍ୟାଙ୍କରେ ଜମା ଥିବା ଅଣଦାବିଦାର ଆକାଉଣ୍ଟ ଟଙ୍କା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଟଙ୍କା ୨୬% ବୃଦ୍ଧି ଘଟି ୭୮ ହଜାର ୨୧୩ କୋଟି ଟଙ୍କାରେ ପହଞ୍ଚିଛି, ଯେଉଁ ଆକାଣ୍ଟର କୌଣସି ଦାବିଦାର ନାହାନ୍ତି। … Read More

ଡନ୍‌ ଛୋଟା ରାଜନକୁ ମିଳିଲା ଆଜୀବନ ଜେଲଦଣ୍ଡ

ନୂଆଦିଲ୍ଲୀ : ମାଫିଆ ଡନ୍‌ ରାଜେନ୍ଦ୍ର ଏସ୍ ନିଖାଲଜେ ଓରଫ ଛୋଟା ରାଜନକୁ ମୁମ୍ବାଇର ସ୍ପେଶାଲ କୋର୍ଟ ଗୋଟିଏ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୧ ମସିହା ମୁମ୍ବାଇର ଜଣେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କୁ ହତ୍ୟାର କରିବା … Read More