ଯୁଦ୍ଧ ବିରାମ ପାଇଁ ଶେଷ ସୁଯୋଗ; ହମାସକୁ ଇସ୍ରାଏଲର ନୂଆ ପ୍ରସ୍ତାବ, ବିସ୍ଫୋରଣରେ ୨୨ ମୃତ

ନୂଆଦିଲ୍ଲୀ: ଗାଜା ପଟ୍ଟୀରେ ଇସ୍ରାଏଲ ଓ ହମାସ ମଧ୍ୟରେ ୨୦୦ ଦିନକୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଏପର୍ଯ୍ୟନ୍ତ ହମାସ୍ ଆତଙ୍କୀ ସଂଗଠନ ହାର୍ ମାନୁଛି ନା ଇସ୍ରାଏଲ୍ ଆକ୍ରମଣରୁ ବିରତି ନେଉଛି । ଇସ୍ରାଏଲ ଓ … Read More

ଶିମିଳିପାଳରେ ବନାଗ୍ନି ମୁକାବିଲା, ସହଯୋଗର ହାତ ବଢ଼ାଇଲେ ୫୦ ଗ୍ରାମବାସୀ

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଦେଖାଦେଇଥିବା ଗ୍ରୀଷ୍ମପ୍ରବାହ ଯୋଗୁଁ ବନାଗ୍ନି ଆହ୍ବାନ ସୃଷ୍ଟି କରିଛି। ଏହାକୁ କିଭଳି ମୁକାବିଲା କରାଯାଇ ପାରିବ ତାକୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏହିକ୍ରମରେ ଶିମିଳିପାଳର ପିଠାବଟ ବନଖଣ୍ଡର ସୁରକ୍ଷା ପାଇଁ ସ୍ଥାନୀୟ ଗ୍ରାମବାସୀ … Read More

ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ: ରାହୁଲ ଗାନ୍ଧି

କଟକ: ଓଡ଼ିଶାରେ ରାହୁଲ ଗାନ୍ଧି । ଓଡ଼ିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚି ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାହୁଲ । ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି … Read More

କଂଗ୍ରେସ ‘ଶେହଜାଦା’ ଆମ ରାଜା-ମହାରାଜାଙ୍କୁ ଅପମାନିତ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

ନିର୍ବାଚନୀ ପ୍ରଚାରରେ ପୁଣି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାହୁଲ ଗାନ୍ଧିଙ୍କ ପୂର୍ବର ଏକ ଟିପ୍ପଣୀକୁ ଦୋହରାଇ ମୋଦି କହିଛନ୍ତି, “କଂଗ୍ରେସର ଶେହଜାଦା(ରାଜକୁମାର) ହିନ୍ଦୁ ରାଜା-ମହାରାଜାମାନଙ୍କୁ ଅପମାନିତ କରିଛନ୍ତି। କିନ୍ତୁ ଔରଙ୍ଗଜେବଙ୍କ ଭଳି ରାଜାଙ୍କ ଅତ୍ୟାଚାରୀ ଶାସନ … Read More

ସତ୍ୟଭାମାପୁରରେ ମଧୁବାବୁଙ୍କ ଜନ୍ମପୀଠ ବୁଲି ଦେଖିଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର:  ଓଡିଶାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ରାହୁଲ। ଏଠାରୁ ସିଧାସଳଖ ଉତ୍କଳ ଗୌରବ ମଧସୁଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଯାଇଥିଲେ । ଏକ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ସତ୍ୟଭାମାପୁରରେ … Read More

ପୁରୀରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ଶତାଧିକ ଆକ୍ରାନ୍ତ

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ଆଉ କିଛି ମାସ ପରେ ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି … Read More

ଅଶ୍ଳୀଳ ଭିଡିଓ ମାମଲା: ଦେଶ ଛାଡ଼ି ପଳାଇଲେ ଦେବଗୌଡାଙ୍କ ନାତି!

ଦେଶ ଛାଡ଼ି ପଳାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡାଙ୍କ ନାତି ତଥା ଜନତା ଦଳ (ସେକ୍ୟୁଲାର) ସାଂସଦ ପ୍ରଜ୍ୱଳ ରେଭାନ୍ନା। ତାଙ୍କ ଅଶ୍ଳୀଳ ଭିଡିଓ କ୍ଲିପ୍ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନିର୍ଦ୍ଦେଶ … Read More

ଟ୍ରକକୁ ଧକ୍କା ଦେଲା ବସ୍ : ଡ୍ରାଇଭର ଓ ହେଲପର ମୃତ

ସୁବର୍ଣ୍ଣପୁର: ଟ୍ରକକୁ ଧକ୍କାଦେଲା ବସ୍, ଡ୍ରାଇଭର ଓ ହେଲ୍ପର ମୃତ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ଡ୍ରାଇଭର ଡମ୍ବରୁଧର ସ୍ୱାଇଁ (୫୩)ଏବଂ ହେଲପର ଶିବ୍ରମ ଗୌଡ଼ (୩୨) । ବଲାଙ୍ଗୀର- ସୋନପୁର … Read More

ମେ ୬ରୁ ଓଜେଇଇ, ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ଵର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ ଆସନ୍ତା ମେ’୬ ତାରିଖରୁ ଆରମ୍ଭ ହେବ । ଏହି ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି (କମ୍ପ୍ୟୁଟର ବେସ ଟେଷ୍ଟ) ମୋଡରେ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି ଆଡମିଟ୍ କାର୍ଡ ଡାଉନଲୋଡ ପ୍ରକ୍ରିୟା । … Read More

ଆପର ନିର୍ବାଚନୀ ପ୍ରଚାର ଗୀତ ଉପରେ ରୋକ୍ ଲଗାଇଲେ ECI

ନିର୍ବାଚନ ଆୟୋଗ (ECI) ଆମ୍ ଆଦମୀ ପାର୍ଟିର ପ୍ରଚାର ସଂଗୀତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦଳ ପକ୍ଷରୁ ରିଲିଜ୍ ହୋଇଥିବା ‘ଜେଲ୍ କେ ଜୱାବ ମେଁ ହମ୍ ଭୋଟ୍ ଦେଙ୍ଗେ’ ଗୀତ ଉପରେ କଟକଣା ଲଗାଯାଇଥିବା ଆପ୍ ନେତ୍ରୀ ଆତିଶୀ ମାର୍ଲେନା ସାମ୍ବାଦିକ … Read More