ବିହାରରେ କମ୍ ମତଦାନ ଚିନ୍ତାର କାରଣ: ନିର୍ବାଚନ କମିଶନ
ପାଟନା: ଗଣତନ୍ତ୍ରକୁ ଜନ୍ମ ଦେଇଥିବା ଏବଂ ଏବେ ବି ରାଜନୈତିକ ଭାବେ ସଚେତନ ନାଗରିକ ବସବାସ କରୁଥିବା ବିହାରରେ କମ୍ ମତଦାନ ଚିନ୍ତାର କାରଣ ବୋଲି ବୁଧବାର ଦିନ ନିର୍ବାଚନ ଆୟୋଗ କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର … Read More